Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ଇନ୍ଦ୍ରାବତୀ ନଦୀ ରେ ବୁଡି ଜଣେ ମୃତ ମୃତକ ହେଲେ ଦଣ୍ଡାସୀ ସାହିର ଜିତୁ ସଗରିଆ ବୋଲି ସୂଚନା।

MORE NEWS

ଦୁର୍ଘଟଣାରେ ମହିଳା ଆଇନଜୀବୀ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ ମାଲକାନଗିରିର ମହିଳା ଆଇନଜୀବୀ କୋର୍ଟରୁ ଫେରିବା ସମୟରେ ଆଦର୍ଶ ଥାନା ନିକଟରେ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆଇନଜୀବୀ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। 

#MalkangiriNews #RoadAccident #MalkangiriPolice #Odisha

ଦୁର୍ଘଟଣାରେ ମହିଳା ଆଇନଜୀବୀ ଗୁରୁତର; ସିସିଟିଭିରେ କଏଦ ହେଲା ଦୃଶ୍ୟ ମାଲକାନଗିରିର ମହିଳା ଆଇନଜୀବୀ କୋର୍ଟରୁ ଫେରିବା ସମୟରେ ଆଦର୍ଶ ଥାନା ନିକଟରେ ସ୍କୁଟିରୁ ପଡ଼ି ଗୁରୁତର ଆହତ ହୋଇଛନ୍ତି। ଏହି ସମ୍ପୂର୍ଣ୍ଣ ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଖବର ପାଇ ଆଦର୍ଶ ଥାନା ଆଇଆଇସି ରିଗାନ କିଣ୍ଡ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଆଇନଜୀବୀ ଙ୍କୁ ଉଦ୍ଧାର କରି ମେଡିକାଲ ନେଇଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। #MalkangiriNews #RoadAccident #MalkangiriPolice #Odisha

Malkangiri, Malkangiri | Jun 13, 2026

ବିଶ୍ୱ ମଞ୍ଚରେ ଚମକିଲେ ମାଲକାନଗିରିର ସୁନା ପୁଅ ଓ ସୁନା ଝିଅ! 
​ରୋମାନିଆରେ ଆୟୋଜିତ 'World Shakespeare Festival'ରେ କୀଟ ଓ କିସ (KIIT-KISS) ର ପ୍ରାୟ ୨୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ବିଶ୍ୱପ୍ରସିଦ୍ଧ ନାଟକକୁ ନିଜ 'ସାନ୍ତାଳୀ ଭାଷା'ରେ ପରିବେଷଣ କରି ଇତିହାସ ରଚିଛନ୍ତି। ଏଥିରେ ମାଲକାନଗିରି ଜିଲ୍ଲା ଖଇରପୁଟର ଅନନ୍ତ ଆଂଗ୍ରା ଏବଂ ସ୍ୱାଭିମାନ ଅଞ୍ଚଳର ରଶ୍ମିତା ତାମରାବି ଭାଗ ନେଇ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
​
​#MalkangiriPride #SanthaliLanguage #KIIT #KISS #WorldShakespeareFestival #Romania #MathiliNews #DailyMalkangiri

ବିଶ୍ୱ ମଞ୍ଚରେ ଚମକିଲେ ମାଲକାନଗିରିର ସୁନା ପୁଅ ଓ ସୁନା ଝିଅ! ​ରୋମାନିଆରେ ଆୟୋଜିତ 'World Shakespeare Festival'ରେ କୀଟ ଓ କିସ (KIIT-KISS) ର ପ୍ରାୟ ୨୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ବିଶ୍ୱପ୍ରସିଦ୍ଧ ନାଟକକୁ ନିଜ 'ସାନ୍ତାଳୀ ଭାଷା'ରେ ପରିବେଷଣ କରି ଇତିହାସ ରଚିଛନ୍ତି। ଏଥିରେ ମାଲକାନଗିରି ଜିଲ୍ଲା ଖଇରପୁଟର ଅନନ୍ତ ଆଂଗ୍ରା ଏବଂ ସ୍ୱାଭିମାନ ଅଞ୍ଚଳର ରଶ୍ମିତା ତାମରାବି ଭାଗ ନେଇ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ​ ​#MalkangiriPride #SanthaliLanguage #KIIT #KISS #WorldShakespeareFestival #Romania #MathiliNews #DailyMalkangiri

Malkangiri, Malkangiri | Jun 13, 2026

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ: ସ୍ମାର୍ଟ ରାସନ କାର୍ଡ ଓ ସ୍ମାର୍ଟଫୋନ୍ ବଣ୍ଟନ I

#MalkangiriNews

ମାଲକାନଗିରିରେ ଜିଲ୍ଲା ସ୍ତରୀୟ ‘ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା’ର ଶୁଭାରମ୍ଭ: ସ୍ମାର୍ଟ ରାସନ କାର୍ଡ ଓ ସ୍ମାର୍ଟଫୋନ୍ ବଣ୍ଟନ I #MalkangiriNews

Malkangiri, Malkangiri | Jun 13, 2026