ବିଶ୍ୱ ମଞ୍ଚରେ ଚମକିଲେ ମାଲକାନଗିରିର ସୁନା ପୁଅ ଓ ସୁନା ଝିଅ!
ରୋମାନିଆରେ ଆୟୋଜିତ 'World Shakespeare Festival'ରେ କୀଟ ଓ କିସ (KIIT-KISS) ର ପ୍ରାୟ ୨୦ ଜଣ ଆଦିବାସୀ ଛାତ୍ରଛାତ୍ରୀ ବିଶ୍ୱପ୍ରସିଦ୍ଧ ନାଟକକୁ ନିଜ 'ସାନ୍ତାଳୀ ଭାଷା'ରେ ପରିବେଷଣ କରି ଇତିହାସ ରଚିଛନ୍ତି। ଏଥିରେ ମାଲକାନଗିରି ଜିଲ୍ଲା ଖଇରପୁଟର ଅନନ୍ତ ଆଂଗ୍ରା ଏବଂ ସ୍ୱାଭିମାନ ଅଞ୍ଚଳର ରଶ୍ମିତା ତାମରାବି ଭାଗ ନେଇ ଜିଲ୍ଲା ତଥା ସମଗ୍ର ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି।
#MalkangiriPride #SanthaliLanguage #KIIT #KISS #WorldShakespeareFestival #Romania #MathiliNews #DailyMalkangiri
Malkangiri, Malkangiri | Jun 13, 2026