Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
Karnataka

ବୌଦ୍ଧ ସଦର: ତାଳପଦର ପଞ୍ଜନା ଖବସାବୁଢା ନାଳର ଉଭୟ ପାର୍ଶ୍ଵରେ ଥିବା ସଂଜଗିକରଣ ରାସ୍ତା ନିର୍ମାଣରେ ଅନିୟମିତତା

ବୌଦ୍ଧ ବ୍ଳକ୍ ଖଳିଆପାଲି ପଂଚାୟତ ଅନ୍ତର୍ଗତ ତାଳପଦର ପଞ୍ଜନା ଖବସାବୁଢା ନାଳର ଉଭୟ ପାର୍ଶ୍ଵରେ ଥିବା ସଂଜଗିକରଣ ରାସ୍ତା ନିର୍ମାଣରେ ଅନିୟମିତତା ସହ ନିମ୍ନ ମାନର କାର୍ଯ୍ୟ ଅଭିଯୋଗ ହୋଇଥିବା ବେଳେ ଉକ୍ତ କାର୍ଯ୍ୟ ସ୍ଥଳ ପରିଦର୍ଶନ କଲେ ବୌଦ୍ଧ ଗ୍ରାମ୍ୟ ଉନ୍ନୟନ ବିଭାଗର ସହାୟକ ଯନ୍ତ୍ରୀ ସାଗୁ ନାଏକ ଓ କନିଷ୍ଠ ଯନ୍ତ୍ରୀ ଶ୍ୟାସୁନ୍ଦର ହେମ୍ବ୍ରମ l ଏନେଇ ଥିକା ସଂସ୍ଥା ସହିତ ଆଲେଚନା କରିଛନ୍ତି l ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି l
ବୌଦ୍ଧ ସଦର: ତାଳପଦର ପଞ୍ଜନା ଖବସାବୁଢା ନାଳର ଉଭୟ ପାର୍ଶ୍ଵରେ ଥିବା ସଂଜଗିକରଣ ରାସ୍ତା ନିର୍ମାଣରେ ଅନିୟମିତତା - Baudh Sadar News