ନୂଆପଡା: ଭେଲାର ଡ଼ଃ କାଟଜୁ ବିଦ୍ୟାଳୟରେ ପଲସ ଟୁ ଛାତ୍ରଛାତ୍ରୀଙ୍କ ପାଇଁ ପରିଚୟ କାର୍ଯ୍ୟକ୍ରମ
ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଭେଲାର ଡ଼ଃ କାଟଜୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପଲସ ଟୁ ଛାତ୍ରଛାତ୍ରୀଙ୍କ ପାଇଁ “ପରିଚୟ” କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ମୁଖ୍ୟ ଅତିଥି ଏବଂ ବିଦ୍ୟାଳୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।