Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl

ଓରିଏଣ୍ଟ: ମହିମାଛକ ନିକଟରେ ଭାରୀଯାନ ଧକ୍କା ଯୋଗୁଁ ଛିଣ୍ଡିଲା ୧୧ କେଭି ବିଦ୍ୟୁତ କେବୁଲ ତାର

Orient, Jharsuguda | Nov 30, 2025
ଜାତୀୟ ରାଜପଥ ୪୯ ଝାରସୁଗୁଡା ବେଲପାହାଡ ରାସ୍ତା ମହିମାଛକ ନିକଟରେ ଭାରୀଯାନ ଧକ୍କା ଯୋଗୁଁ ଛିଣ୍ଡିଲା ୧୧ କେଭି ବିଦ୍ୟୁତ କେବୁଲ ତାର l ଆଜି ରାତି ପ୍ରାୟ ୯ ଟାରେ ଜାତିୟ ରାଜପଥ ୪୯ ଦେଇ ଆସୁଥିବା ଏହି ଭାରୀଯାନ ବେପରୁଆ ଚାଳନା ଯୋଗୁଁ ୧୧ କେଭି ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା l ପୋଲିସ ଓ ବିଦ୍ୟୁତ ବିଭାଗ କର୍ମଚାରି ଘଟଣାସ୍ଥଳରେ ପହଞ୍ଚି ମରାମତି କାର୍ଯ୍ୟରେ ଆରମ୍ଭ କରିଥିବାବେଳେ ଚାଳକ ଗାତି ଛାଡି ଫେରାର ହୋଇଛି l