Public App Logo
Profile Picture

ବେଲପାହାଡ଼ ଅପଡେଟ

@belpahar_update
105046Followers
2Following
ଝାରସୁଗୁଡା: ସାଗରପାଲି ଗ୍ରାମରେ ୬୮ ତମ ଅଖଣ୍ଡ ୨୪ ପହରୀ ନାମଯଜ୍ଞ ସମାପନ ହୋଇଛି
ଝାରସୁଗୁଡା: ବାଘମୁଣ୍ଡାରେ କୁଲତା ସମାଜ ପକ୍ଷରୁ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ କୋଲାବିରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି
ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଆମଦର ନିକଟରେ ପୋଲିସ ଏବଂ ବନ ବିଭାଗ ଏକାଧିକ ପାଉଁଶ ବୋଝେଇ ହାଇୱା ଜବତ କରିଛି
ଝାରସୁଗୁଡା: ଗୋବିନ୍ଦପୁର ସ୍ଥିତ ଗୋଚର ଜମିଉପରେ ଜମି ମାଫିଆଙ୍କ ଲୋଲୁପ ଦୃଷ୍ଟିଥିବାନେଇ ଲଖନପୁର ତହସିଲଦାରଙ୍କ ନିକଟରେ ଅଭିଯୋଗ
ଝାରସୁଗୁଡା: ବିଭିନ୍ନ ସମସ୍ୟାରେ ଜର୍ଜରିତ ଝାରସୁଗୁଡା ଜିଲ୍ଲାର କାଟୁଜୋର ଗାଁ, ପାଣି, ରାସ୍ତା,ପକ୍କା ଘର ସମସ୍ୟା ଦୂର ପାଇଁ ଦାବି କଲେ ମାଧୁରୀ ହାତୀ
ଝାରସୁଗୁଡା: ସୁଚିନ୍ତିତ ବିଚାର କରି ଗ୍ୟାସ ସଙ୍କଟ ସରକାର ଦୂର କରନ୍ତୁ ବୋଲି  ବେଲପାହାଡରେ ପ୍ରତିକ୍ରିୟା ଦେଲେ ସୁରେନ୍ଦ୍ର ବିଶ୍ୱାଳ
ଝାରସୁଗୁଡା: ବାଦୀମାଲ କର୍ଲାବାହଲି ନିକଟରେ ଟ୍ରକ ବାଇକ ଧକ୍କା
ଝାରସୁଗୁଡା: ସାଗରପାଲି ଗ୍ରାମରେ ଅଖଣ୍ଡ ୨୪ ପ୍ରହରୀ ନାମଯଜ୍ଞ ର ଅଧିବାସ ବେଳେ କାଳ ବୈଶାଖୀ ପ୍ରଭାବରେ ଝଡ଼ ପବନର ଏକ ଦୃଶ୍ୟ ହେଲା ଭାଇରାଲ
ଝାରସୁଗୁଡା: ଜୋରବଗାରେ ପାଣି ସମସ୍ୟା ଦୂରପାଇଁ ପୌରପରିଷଦ ପାଣି ଯୋଗାଣ ଆରମ୍ଭ କରିଛି ଖରାମାସ ସାରା ପାଣି ଦେବାପାଇଁ ଦାବିକଲେ କଲ୍ୟାଣୀ ପେଣ୍ଠେଇ
ଝାରସୁଗୁଡା: ପିପିଲିମାଲ ପଂଚାୟତରେ ସରକାରୀ ଜମି ଓ ଜଙ୍ଗଲ ଜମିରେ ରହୁଥିବା ଲୋକଙ୍କୁ ପଟ୍ଟାଦେବା ପାଇଁ ଦାବି କଲେ ଟିକେନାଥ ବଢ଼େଇ
ଝାରସୁଗୁଡା: କାଳବୈଶାଖୀ ଝଡି ପବନରେ ଭାଙ୍ଗିଗଲା ଝାରସୁଗୁଡା ଜିଲ୍ଲା ବେଲପାହାଡ ସ୍ଥିତ ଗିରଧରଲାଲ ହାଇସ୍କୁଲ ବିଦ୍ୟାଳୟ ଉପରେ ନିର୍ମିତ ସେଡ
ଝାରସୁଗୁଡା: ସାଗରପାଲି ଗ୍ରାମରେ ୬୮ ତମ ଅଖଣ୍ଡ ୨୪ ପହରୀ ନାମଯଜ୍ଞ ଆରମ୍ଭ ହୋଇଛି
ଝାରସୁଗୁଡା: ସାଗରପାଲି ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ପାଳନ ନେଇ ପ୍ରତିକ୍ରିୟାଦେଲେ ସୁଷମା ପ୍ରଧାନ
ଝାରସୁଗୁଡା: ବେଲପାହାଡ ରେଳ ଷ୍ଟେସନ ପରିଦର୍ଶନ କଲେ ବିଲସପୁର ରେଳ ଡିଭିଜନ ଜିଏମ
ଝାରସୁଗୁଡା: ଶ୍ରୀରାମ ନବମୀ ଉପଲକ୍ଷେ ସାଗରପାଲି ଗ୍ରାମରେ ରାମ ଅଭିଷେକ ଏବଂ ୨୪ ପ୍ରହରୀ ନାମଯଜ୍ଞ  ବିଷୟରେ ପ୍ରତିକ୍ରିୟାଦେଲେ ପୂଜା ଶିବ ନାରାୟଣ ନାୟକ
ଝାରସୁଗୁଡା: ଶତାଧିକ ବର୍ଷ ପିରୁଣା ସାଗରପାଲି ଗ୍ରାମର ରାମ, ଲକ୍ଷ୍ମଣ, ସୀତା ମୂର୍ତ୍ତୀ, ଏଠାରେ ରାମନବମୀ ପାଳନନେଇ ପ୍ରତିକ୍ରିୟା ଦେଲେ ସୁରେନ୍ଦ୍ର ପ୍ରଧାନ
ଝାରସୁଗୁଡା: ପବିତ୍ର ଶ୍ରୀରାମ ନବମୀ ପାଇଁ ଉତ୍ସବ ମୁଖର ଝାରସୁଗୁଡା ଜିଲ୍ଲା
ଝାରସୁଗୁଡା: ପିପିଲିମାଲରେ ବେଦାନ୍ତ ପ୍ରକଳ୍ପକୁ ବିରୋଧ ସହ ବେଆଇନ ପାଉଁଶ ଡ଼ମ୍ପିଂକୁ ବିରୋଧ କରି ପ୍ରତିକ୍ରିୟାଦେଲେ ସମିତି ସଭ୍ୟ ଦିନବନ୍ଧୁ ବିଶ୍ୱାଳ
ଝାରସୁଗୁଡା: ବେଦାନ୍ତ କୋଲ ବ୍ଲକକୁ ବିରୋଧ କରିବାସହ ପିପିଲିମାଲରେ ପାଉଁଶ ଡ଼ମ୍ପିଂକୁ ବିରୋଧ କରିଲେ ଏବଂ ପ୍ରତିକ୍ରିୟାଦେଲେ ରାଧେଶ୍ୟାମ ପ୍ରଧାନ
ଝାରସୁଗୁଡା: ବେଲପାହାଡ ସମଲେଇ ମନ୍ଦିର ଦର୍ଶନରେ ଧୁମଧାମରେ ଚାଲିଛି ମା ଙ୍କ ନବ ରାତ୍ରୀ ପୂଜା
ଝାରସୁଗୁଡା: ପିପିମାଲରେ ଅନୁଷ୍ଠିତ ଗ୍ରାମସଭା ନେଇ ପ୍ରତିକ୍ରିୟା ଦେଲେ ସରପଞ୍ଚ ରଙ୍ଗାଧର ଡିଲ୍ଲା
ଝାରସୁଗୁଡା: କୋଇଲା ଖଣି ପାଇଁ ଜୋରାବଗାରେ ଭୁତଲ ଜଳ ସ୍ତର କମୁଛି ଏବଂ ପାଣି ପାଇଁ ହଇରାଣ ହେଉନ୍ତି ଲୋକେ ବୋଲି ପ୍ରତିକ୍ରିୟାଦେଲେ ନବୀନ ପ୍ରଧାନ
ଝାରସୁଗୁଡା: ବେଲପାହାଡ ଉତ୍ସବ ମଚାନ ୨୩ ବର୍ଷରେ ପହଂଚିଛି, ଯୋଗଦେଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ କଳାକାର, ପ୍ରତିକ୍ରିୟାଦେଲେ ସଭାପତି ରାଜେଶ ଭୋଇ
ଝାରସୁଗୁଡା: ବେଲପାହାଡ ପୌରପରିଷଦ ପକ୍ଷରୁ ସେନସସ ୨୦୨୭ ପାଇଁ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ