#_ଫୋଟୋରେ_ଖବର_
ନିଜର କର୍ତ୍ତବ୍ୟ ସହ ଧର୍ମ ସଠିକ୍ ଭାବେ ପାଳନ କରିଛନ୍ତି ପୁରୀ ଏସ ପି ପ୍ରତୀକ ଗୀତା ସିଂ। ଆଜିର ଯୁବପିଢ଼ି ରଥ ସମ୍ମୁଖରେ ଠିଆ ହୋଇ ଗୋଟିଏ ହାତରେ ନମସ୍କାର କରୁଥିବା ବେଳେ ଜଣେ ଆଇ ପି ଏସ ଅଧିକାରୀ ଜଣେ ଏସ ପି କିଭଳି ଭାବେ ନିଜର ପରମ୍ପରା କୁ ଭୁଲି ନାହାନ୍ତି ଓ ସାଷ୍ଟାଙ୍ଗ ପ୍ରଣିପାତ କରୁଛନ୍ତି ଦେଖନ୍ତୁ। କଟକ ଡି ସି ପି ଥିବା ବେଳେ ମଧ୍ୟ ଲୋକଙ୍କ ବେଶ୍ ପ୍ରଶଂସା ର ପାତ୍ର ପାଲଟିଥିଲେ ନିଜର ସୁନ୍ଦର ବ୍ୟବହାର ପାଇଁ।
Padmapur, Bargarh (Baragarh) | Jul 17, 2026