#_ଫୋଟୋରେ_ଖବର_
ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅନ୍ତର୍ଗତ ସରକଣ୍ଡା ଗ୍ରାମ ର ଜଣେ ସାଧାରଣ ଚାଷୀ ବିଦେଶୀ ବାରିକ ଙ୍କ ଝିଅ ନୈନା ବାରିକ NEET ପରିକ୍ଷା ରେ ସର୍ବଭାରତୀୟ କୃତକାର୍ଯ୍ଯ ହୋଇଛନ୍ତି।
#neetexam #neetresult #indianmedical #sohela #viralpost #medical #ଏକ୍ଜାମ #viralphoto
Padmapur, Bargarh (Baragarh) | Jul 17, 2026