ଆଜି ସନ୍ଧ୍ୟା ୬ଟା ସମୟରେ ପ୍ରାପ୍ତ ସୂଚନା ଅନୁସାରେ,ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଛତରଙ୍ଗ ନାରାୟଣ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ମଧ୍ୟାନ୍ହ ୧୨ଟା ସମୟରେ ଛତରଙ୍ଗ ଗ୍ରାମ ପଂଚାୟତ ପକ୍ଷରୁ ସରପଞ୍ଚ ତଥା କ୍ରୀଡାପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ସଭାପତି ବିନୋଦିନୀ ପ୍ରଧାନଙ୍କ ଅଧକ୍ଷତାରେ ଦୁଇ ଦିନିଆ କ୍ରୀଡା ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବରେ ହରଭଙ୍ଗା ବ୍ଲକ ଉପାଧକ୍ଷ୍ୟ କାଁହୁଚରଣ ନାଥ, ସନମାନୀତ ଅତିଥି ଭାବରେ ହରଭଙ୍ଗା ଥାନା ଅଧିକାରୀ ବାଲ୍ମୀକି ପ୍ରଧାନ, ପି ଇ ଓ ବସନ୍ତ କର୍ଣ୍ଣ, ଉପଦେଷ୍ଟା ତ୍ରିଲୋଚନ ପ୍ରଧାନ ଓ ପୂର୍ବତନ ସରପଞ୍ଚ ସୁଶୀଲ କୁମାର ପ୍ରଧାନ ଯୋଗ ଦେଇ ଥିଲେ