ଧୂମଧାମ ରେ ପାଳନ ହେଲା ପବିତ୍ର ରକ୍ଷା ବନ୍ଧନ l ଭଉଣୀ ଖୁସି ର ସହିତ ଭାଇ କୁ ରକ୍ଷା ବନ୍ଧନ ର ଡୋରି ରେ ବାନ୍ଧେ l ଭାଇ ଉପହାର ସ୍ୱରୂପ ଦେଇଥାଏ ସାରାଜୀବନ ର ରକ୍ଷା କରିବାର ପ୍ରତିଶୃତି l ସହର ତଥା ଗ୍ରାମାଞ୍ଚଳ ରେ ଦେଖା ଦେଇଥିଲା ବେଶ ଖୁସି ଓ ଉତ୍ସାହ ର ମାହୋଲ l ସେହିପରି କୁଚିଣ୍ଡା ବିଜେପି କାର୍ଯ୍ୟାଳୟ ରେ ବିଧାୟକ ତଥା କେବିନେଟ ମନ୍ତ୍ରୀ ରବି ନାରାୟଣ ନାୟକ ମଧ୍ୟ୍ୟ ସାମିଲ ହେଇ ପାଳନ କରିଛନ୍ତି ପବିତ୍ର ରକ୍ଷା ବନ୍ଧନ ର ପର୍ବ l ଏହି ଅବସରରେ ଟାଉନ ସଭାପତି ପ୍ରାଣବନ୍ଧୁ ନାଥ, ମହିଳା ସଭାପତି କୁଞ୍ଜଳତା ନାୟକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଶୀଲ କର, ମହିଳା ନେତ୍ରୀ ଅନୁପମା ନାୟକ, ଦୁଷ୍ମନ୍ତ ନାୟକ, ବିଭୁତି କଲ୍ୟାଣ ପଟେଲ, ଅରୁଣ ଅଗ୍ରୱାଲ, ରାଣା ପ୍ରତାପ ସିଂ ଓ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହି ରକ୍ଷା ବନ୍ଧନ ପାଳନ କରି ମିଷ୍ଟାନ୍ନ ବଣ୍ଟନ କରିଥିଲେ l #rakhispecial #amarkuchinda #kuchinda