Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
Karnataka

#ଯାଜପୁର_ବିଧାୟିକାଙ୍କ_ମନ୍ତବ୍ୟ_ପ୍ରତିବାଦରେ_ମିଳିତ_କୁଷକ_ବିକାଶ_ମଞ୍ଚ_ର_ସାମ୍ବାଦିକ_ସମ୍ମିଳନୀ ବୈତରଣୀ କାଣୀନଦୀ ର କଣ୍ଟପଡା ସୃଷ୍ଟି ହୋଇଥିବା ଘାଇ ଘଟଣାରେ ଯାଜପୁର ବିଧାୟିକାଙ୍କ ମନ୍ତବ୍ୟ ପ୍ରତିବାଦରେ ମିଳିତ କୁଷକ ବିକାଶ ମଞ୍ଚ ର ସାମ୍ବାଦିକ ସମ୍ମିଳନୀ। ବନ୍ଧ ନିର୍ମାଣ ପାଇଁ କୌଣସି ସରକାରୀ ଅର୍ଥ ଖର୍ଚ୍ଚ ହୋଇନାହିଁ ବରଂ ଚାଷୀ ଙ୍କ ନିଜ ପଇସାରେ ନିର୍ମାଣ ହୋଇଥିବା ଦେଲେ ସୂଚନା ଚାଷୀ। ଏଥିସହ ବିଧାୟିକା ଦେଇଥିବା ମନ୍ତବ୍ୟ କୁ ନିନ୍ଦା କରିଛି ମିଳିତ କୃଷକ ବିକାଶ ମଞ୍ଚ। ରାଜ୍ୟସରକାର ଓ ଜିଲ୍ଲା ପ୍ରଶାସନ ଚାଷୀ ଙ୍କ ସମସ୍ୟା ସମ୍ପର୍କରେ ନ ଶୁଣିବାରୁ ଚାଷୀ ମାନେ ନିଜସ୍ୱ ଟଙ୍କାରେ ନଦୀ ବନ୍ଧ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ। ଗତ ଲଘୁଚାପ ବର୍ଷାରେ ବୈତରଣୀର ଶାଖା କାଣୀନଦୀରେ ପ୍ରଥମ ବନ୍ୟାଜଳ ପ୍ରବାହିତ ହେବାରୁ ଏଠାରେ ଦୁଇ ଗୋଟି ଘାଇ ସୃଷ୍ଟି ହୋଇଛି। ଏହାକୁ ମରାମତି ପାଈଁ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଚାଷୀ। ପ୍ରତିବର୍ଷ ବନ୍ୟା ସମୟରେ ଦଶରଥପୁରରେ କାଣୀ ନଦୀରେ ଥିବା ମୁକୁଳା ନଦୀବନ୍ଧ ଫଳରେ ବ୍ଲକର ୫ ଗୋଟି ପଞ୍ଚାୟତରେ ବ୍ୟାପକ ଚାଷଜମି କ୍ଷତିଗ୍ରସ୍ତ ହୋଇଥାଏ। ଏହାର ସୁରକ୍ଷା ପାଇଁ ଚାଷୀ ମାନେ ଏକଜୁଟ ହୋଇ ବନ୍ଧ ବାନ୍ଧିଥିବା କହିଛନ୍ତି କୃଷକ । କାଣୀ ନଦୀର ବିକାଶ ନ କରି ବିକାଶ କୁ ଯାଜପୁର ବିଧାୟିକା ବିରୋଧ କରୁଥିବା ସାମ୍ବାଦିକ ସମିଳନୀ ରେ ଦେଇଛନ୍ତି ଚାଷୀ। #lntvnetwork #JajpurNews #jajpurkhabar #Aeiodisha #jajpuradministration

MORE NEWS

#ଯାଜପୁର_ବ୍ଲକ_ପଣସା_ପଂଚାୟତ_ଆଙ୍କୁଲା_ମୌଜାରେ_ପ୍ରସ୍ତାବିତ_ମଦ_ଦୋକାନ_ଖୋଲିବାକୁ_ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଏହାକୁ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର କରାଯାଇଛି। ଯେଉଁ ସ୍ଥାନରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ସେହି ସ୍ଥାନ ନିକଟରେ ଗ୍ରାମବାସୀଙ୍କ ଘରଦ୍ୱାର ଥିବା ସହ ଏକ ବିଦ୍ୟାଳୟ ମଧ୍ୟ ରହିଛି। ତେଣୁ ଗ୍ରାମବାସୀମାନେ ଯିବା ଆସିବାରେ ସୁରକ୍ଷିତ ମନେ କରୁଛନ୍ତି । ଏଠାରେ ମଦ ଦୋକାନ ଖୋଲାଗଲେ ଦୈନିକ ସ୍ଥାନୀୟ ଅଞ୍ଚଳରେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ ଲାଗିବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏଥିସହିତ ଏହି ମଦଦୋକାନ ପ୍ରତିଷ୍ଠା ପାଇଁ କେତେକ ଜାଲ କାଗଜ ପ୍ରସ୍ତୁତ କରି ମହିଳା ଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି ।
#lntvnetwork #JajpurNews #jajpurkhabar #Aeiodisha

#ଯାଜପୁର_ବ୍ଲକ_ପଣସା_ପଂଚାୟତ_ଆଙ୍କୁଲା_ମୌଜାରେ_ପ୍ରସ୍ତାବିତ_ମଦ_ଦୋକାନ_ଖୋଲିବାକୁ_ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଏହାକୁ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର କରାଯାଇଛି। ଯେଉଁ ସ୍ଥାନରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ସେହି ସ୍ଥାନ ନିକଟରେ ଗ୍ରାମବାସୀଙ୍କ ଘରଦ୍ୱାର ଥିବା ସହ ଏକ ବିଦ୍ୟାଳୟ ମଧ୍ୟ ରହିଛି। ତେଣୁ ଗ୍ରାମବାସୀମାନେ ଯିବା ଆସିବାରେ ସୁରକ୍ଷିତ ମନେ କରୁଛନ୍ତି । ଏଠାରେ ମଦ ଦୋକାନ ଖୋଲାଗଲେ ଦୈନିକ ସ୍ଥାନୀୟ ଅଞ୍ଚଳରେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ ଲାଗିବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏଥିସହିତ ଏହି ମଦଦୋକାନ ପ୍ରତିଷ୍ଠା ପାଇଁ କେତେକ ଜାଲ କାଗଜ ପ୍ରସ୍ତୁତ କରି ମହିଳା ଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । #lntvnetwork #JajpurNews #jajpurkhabar #Aeiodisha

Bhubaneswar M Corp, Khordha | Jul 19, 2026

#ଯାଜପୁରରେ_ଭକ୍ତି_ଭାବ_ମନରେ_ରଥ_ଟାଣିଲେ_ଶହସ୍ରାଧିକ_ଭକ୍ତ 
ଯାଜପୁରରେ ଗୁଣ୍ଡିଚାବାସୀ ଦିନ ରଥଯାତ୍ରାର ପରମ୍ପରା ରହିଛି । ଯାଜପୁର ଦଶାଶ୍ଵମେଧ ଘାଟ ନିକଟସ୍ଥ ସର୍ବ ପୁରାତନ ଜଗନ୍ନାଥ ମନ୍ଦୀର ପକ୍ଷରୁ ପ୍ରତିବର୍ଷ ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ଶ୍ରୀ ଗୁଣ୍ଡିଚା ପରଦିନ ରଥ ଟଣାହେବାର ପରମ୍ପରା ରହିଛି । ଏଥିପାଇଁ ବଡ ଧୁମଧାମରେ ରଥଟଣା କାର୍ଯ୍ୟ ସଂପନ୍ନ ହୋଇଛି । ୩ ରଥରେ ଚତୁର୍ଦ୍ଧା ମୂର୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତମାନେ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଂଟଘଣ୍ଟା  ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ଗତ ୫ବର୍ଷ ହେଲା ସୁଭଦ୍ରା ରଥକୁ କେବଳ ମହିଳା ମାନେ ବେଶ ଉତ୍ସାହିତ ସହ ଓଡିଶୀ ଏବଂ ଘଂଟ ର ତାଳେ ତାଳେ ଟାଣିଥିବା ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାର ରବି ନାରାୟଣ ପାଢୀ ଙ୍କ ସମେତ ‌ଯାଜପୁର ପୌରପାଳିକାର ଅଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ କୁମାର ମଲିକ, ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ ।  ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକମାନେ ରଥରୁ ଶ୍ରୀ ଜୀଉଙ୍କୁ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ । ଶାନ୍ତି ଶ୍ରୁଙ୍ଖଳା ସହ ରଥ ଯାତ୍ରା ଅନୁଷ୍ଠିତ କରିବାକୁ ବ୍ୟାପକ ପୋଲିସ ସହ ସ୍ଵାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବାହିନୀ ନିଯୋଜିତ ହୋଇଥିଲେ। 
#ରଥଯାତ୍ରା #JajpurNews #jajpurkhabar #lntvnetwork #Aeiodisha

#ଯାଜପୁରରେ_ଭକ୍ତି_ଭାବ_ମନରେ_ରଥ_ଟାଣିଲେ_ଶହସ୍ରାଧିକ_ଭକ୍ତ ଯାଜପୁରରେ ଗୁଣ୍ଡିଚାବାସୀ ଦିନ ରଥଯାତ୍ରାର ପରମ୍ପରା ରହିଛି । ଯାଜପୁର ଦଶାଶ୍ଵମେଧ ଘାଟ ନିକଟସ୍ଥ ସର୍ବ ପୁରାତନ ଜଗନ୍ନାଥ ମନ୍ଦୀର ପକ୍ଷରୁ ପ୍ରତିବର୍ଷ ପୁରୀ ରଥଯାତ୍ରାକୁ ସମ୍ମାନ ଜଣାଇ ଶ୍ରୀ ଗୁଣ୍ଡିଚା ପରଦିନ ରଥ ଟଣାହେବାର ପରମ୍ପରା ରହିଛି । ଏଥିପାଇଁ ବଡ ଧୁମଧାମରେ ରଥଟଣା କାର୍ଯ୍ୟ ସଂପନ୍ନ ହୋଇଛି । ୩ ରଥରେ ଚତୁର୍ଦ୍ଧା ମୂର୍ତି ବିରାଜମାନ ହେବା ପରେ ମାଉସୀ ମା’ ମନ୍ଦିର ଅଭିମୁଖେ ଭକ୍ତମାନେ ରଥକୁ ଟାଣି ଟାଣି ନେଇଥିଲେ । ଶହ ଶହ ଭକ୍ତଙ୍କ ଘଂଟଘଣ୍ଟା ହୁଳୁହୁଳି ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ସମଗ୍ର ଅଂଚଳ । ଗତ ୫ବର୍ଷ ହେଲା ସୁଭଦ୍ରା ରଥକୁ କେବଳ ମହିଳା ମାନେ ବେଶ ଉତ୍ସାହିତ ସହ ଓଡିଶୀ ଏବଂ ଘଂଟ ର ତାଳେ ତାଳେ ଟାଣିଥିବା ଦେଖାଦେଇଛି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରର ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ଟ୍ରଷ୍ଟବୋର୍ଡ଼ର ଅଧ୍ୟକ୍ଷ ତଥା ଯାଜପୁର ତହସିଲଦାର ରବି ନାରାୟଣ ପାଢୀ ଙ୍କ ସମେତ ‌ଯାଜପୁର ପୌରପାଳିକାର ଅଧକ୍ଷ୍ୟା ରଞ୍ଜୁଲତା ହୋତା, ଉପାଧକ୍ଷ ସନ୍ତୋଷ କୁମାର ମଲିକ, ଯାଜପୁର ଥାନା ଅଧିକାରୀ ଶରତ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ରହିଥିଲେ । ସଦାବ୍ରତ ମଠ ମହନ୍ତ ପ୍ରଶାନ୍ତ କୁମାର ଦାଶଙ୍କ ଉପସ୍ଥିତିରେ ମନ୍ଦିର ପୂଜକମାନେ ରଥରୁ ଶ୍ରୀ ଜୀଉଙ୍କୁ ପହଣ୍ଡି ବିଜେ କରି ମାଉସୀ ମା’ ମନ୍ଦିରକୁ ଆଣିଥିଲେ । ଶାନ୍ତି ଶ୍ରୁଙ୍ଖଳା ସହ ରଥ ଯାତ୍ରା ଅନୁଷ୍ଠିତ କରିବାକୁ ବ୍ୟାପକ ପୋଲିସ ସହ ସ୍ଵାସ୍ଥ୍ୟ ବିଭାଗ ଓ ଅଗ୍ନିଶମ ବାହିନୀ ନିଯୋଜିତ ହୋଇଥିଲେ। #ରଥଯାତ୍ରା #JajpurNews #jajpurkhabar #lntvnetwork #Aeiodisha

Bhubaneswar M Corp, Khordha | Jul 19, 2026

ଜଣାପଡିଗଲା ପ୍ରେମିକ ପାଇଁ ସ୍ୱାମୀକୁ ମାରିଲା ସୁନ୍ଦରୀ ସ୍ତ୍ରୀ #ytshorts #shortsvideo  #odisha

ଜଣାପଡିଗଲା ପ୍ରେମିକ ପାଇଁ ସ୍ୱାମୀକୁ ମାରିଲା ସୁନ୍ଦରୀ ସ୍ତ୍ରୀ #ytshorts #shortsvideo #odisha

Bhubaneswar M Corp, Khordha | Jul 19, 2026