Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
Haryana
Uttarakhand
जिलाधिकारी
Crimenews
Karnataka

#ଯାଜପୁର_ବ୍ଲକ_ପଣସା_ପଂଚାୟତ_ଆଙ୍କୁଲା_ମୌଜାରେ_ପ୍ରସ୍ତାବିତ_ମଦ_ଦୋକାନ_ଖୋଲିବାକୁ_ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଏହାକୁ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର କରାଯାଇଛି। ଯେଉଁ ସ୍ଥାନରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ସେହି ସ୍ଥାନ ନିକଟରେ ଗ୍ରାମବାସୀଙ୍କ ଘରଦ୍ୱାର ଥିବା ସହ ଏକ ବିଦ୍ୟାଳୟ ମଧ୍ୟ ରହିଛି। ତେଣୁ ଗ୍ରାମବାସୀମାନେ ଯିବା ଆସିବାରେ ସୁରକ୍ଷିତ ମନେ କରୁଛନ୍ତି । ଏଠାରେ ମଦ ଦୋକାନ ଖୋଲାଗଲେ ଦୈନିକ ସ୍ଥାନୀୟ ଅଞ୍ଚଳରେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ ଲାଗିବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏଥିସହିତ ଏହି ମଦଦୋକାନ ପ୍ରତିଷ୍ଠା ପାଇଁ କେତେକ ଜାଲ କାଗଜ ପ୍ରସ୍ତୁତ କରି ମହିଳା ଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । #lntvnetwork #JajpurNews #jajpurkhabar #Aeiodisha

MORE NEWS

#ଯାଜପୁର_ବ୍ଲକ_ପଣସା_ପଂଚାୟତ_ଆଙ୍କୁଲା_ମୌଜାରେ_ପ୍ରସ୍ତାବିତ_ମଦ_ଦୋକାନ_ଖୋଲିବାକୁ_ବିରୋଧ କରିଛନ୍ତି ପଞ୍ଚାୟତବାସୀ। ଏନେଇ ପଂଚାୟତବାସୀଙ୍କ ପକ୍ଷରୁ ଏକ ପ୍ରତିନିଧି ଦଳ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଁଚି ଏହାକୁ ପ୍ରତିବାଦ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର କରାଯାଇଛି। ଯେଉଁ ସ୍ଥାନରେ ମଦ ଦୋକାନ ଖୋଲିବାକୁ ନିଷ୍ପତ୍ତି ହୋଇଛି ସେହି ସ୍ଥାନ ନିକଟରେ ଗ୍ରାମବାସୀଙ୍କ ଘରଦ୍ୱାର ଥିବା ସହ ଏକ ବିଦ୍ୟାଳୟ ମଧ୍ୟ ରହିଛି। ତେଣୁ ଗ୍ରାମବାସୀମାନେ ଯିବା ଆସିବାରେ ସୁରକ୍ଷିତ ମନେ କରୁଛନ୍ତି । ଏଠାରେ ମଦ ଦୋକାନ ଖୋଲାଗଲେ ଦୈନିକ ସ୍ଥାନୀୟ ଅଞ୍ଚଳରେ ମଦ ପିଇ ଗ୍ରାମରେ ଗଣ୍ଡଗୋଳ ଲାଗିବାର ସମ୍ଭାବନା ରହିଛି । ସେଥିପାଇଁ ଏହାକୁ ତୀବ୍ର ବିରୋଧ କରିଛନ୍ତି ଗ୍ରାମବାସୀ । ଏଥିସହିତ ଏହି ମଦଦୋକାନ ପ୍ରତିଷ୍ଠା ପାଇଁ କେତେକ ଜାଲ କାଗଜ ପ୍ରସ୍ତୁତ କରି ମହିଳା ଙ୍କ ଦସ୍ତଖତ ସଂଗ୍ରହ କରାଯାଇଛି। ମଦ ଦୋକାନ ବନ୍ଦ ପାଇଁ ଜିଲ୍ଲା ପ୍ରଶାସନ ନିଷ୍ପତ୍ତି ନିଅନ୍ତୁ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀଵ୍ରତର ହେବ ବୋଲି ଗ୍ରାମବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । #lntvnetwork #JajpurNews #jajpurkhabar #Aeiodisha - Bhubaneswar M Corp News