ସଦର: ଆଳୁ ପିଆଜ ଦରଦାମ ବୃଦ୍ଧି ନିୟନ୍ତ୍ରଣ ପାଇଁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଭବାନୀପାଟଣାରେ ଯାଞ୍ଚ କଡାକଡି
ଭବାନୀ ପାଟଣା ରେ ଆଜି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଆଳୁ ପିଆଜ ଦରଦାମ ବୃଦ୍ଧି ନିୟନ୍ତ୍ରଣ କରିବା ପାଇଁ ସହରର ବିଭିନ୍ନ ହୋଲ ସେଲର ଓ ଖୁଚୁରା ବ୍ୟବସାୟୀଙ୍କ ଦୋକାନ ଯାଞ୍ଚ କରିବା ସହ ଠିକ ଦରରେ ବିକ୍ରୀ କରି ବା ପାଇଁ ନିର୍ଦ୍ଧେଶ, ପ୍ରତିକ୍ରିୟା ରଖିଲେ ଜିଲ୍ଲା ଯୋଗାଣ ଅଧିକାରୀ