ହିନ୍ଦୋଳ: ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ ପାଇଲେ ଉପରାଷ୍ଟ୍ରପତିଙ୍କ ମାର୍ଗଦର୍ଶନ
ସପ୍ତଦଶ ଓଡ଼ିଶା ବିଧାନସଭାର ଦିଗ୍ଦର୍ଶନ କାର୍ଯ୍ୟକ୍ରମରେ ଯୋଗଦେଲେ ହିନ୍ଦୋଳ ବିଧାୟିକା ସିମାରାଣୀ ନାୟକ। ଉପରାଷ୍ଟ୍ରପତି ସି ପି ରାଧାକ୍ରିଷ୍ଣନଙ୍କଠାରୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଜନସେବା ସମ୍ପର୍କରେ ନେଲେ ମାର୍ଗଦର୍ଶନ।