Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
Uttarpradesh
dainiknazarq2v
लोगों की गाढ़ी कमाई पर पिता-पुत्र की नजर, फर्जी FD और बैंक खातों के जरिए ठगी का आरोप
Sundargarh Town, Sundargarh
| Aug 8, 2026
MORE NEWS
ରାଉରକେଲା; ମୁଖ୍ୟ ମାର୍ଗ ଦୋକାନ ରେ ନିଆଁ 🔥। ତିନୋଟି ଦମକଳ ଗାଡ଼ି ପହଞ୍ଚି କଲା ଆୟତ୍ତ। #smsnewsnetwork #rourkela #plantsiteps #fire #aforkl #mainroad
Sundargarh Town, Sundargarh | Aug 18, 2026
କାଂଶବାହାଲ;ମାଣ୍ଡିଆକୁଦର; ଶ୍ରାବଣ ମାସ ର ପ୍ରତି ରବିବାର ୫ ହଜାର ରୁ ଉର୍ଦ୍ଧ୍ବ କାଉଡିଆ ଙ୍କୁ ସେବା ଯୋଗାଇ ଦେଉଛି ଅଗ୍ରସେନ ସ୍ପଞ୍ଜ ପ୍ରା ଲିଃ। #smsnewsnetwork #kansbahal #mandiakudar #kaudiaseva #agrasenspongpvtltd #goghardham
Sundargarh Town, Sundargarh | Aug 18, 2026
ରାଉରକେଲା; ନ୍ୟାୟ ପାଇଁ ଲଢେଇ; ବନ୍ଧମୁଣ୍ଡା ରୋଡ ବଳଭଦ୍ର ମାର୍କେଟ କମିଟି ପକ୍ଷରୁ ଆରଏସପି ନଗର ସେବା କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା #smsnewsnetwork #rourkela #SAIL #RSP #fightforjusice #balabhadramarket #sector3ps #cgm #GM #Townservices
Sundargarh Town, Sundargarh | Aug 17, 2026
SMS News Bureau Bisra ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ବିଶ୍ରା ବ୍ଲକ କାର୍ଯ୍ୟାଳୟ ପରିସର ସ୍ଥିତ ପଂଚାୟତ ସମିତି ସଭାକକ୍ଷ ରେ ଆଜି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଡାକ୍ତର ଶୁଭଙ୍କର ମହାପାତ୍ର ଓ ରାଉରକେଲା ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧୱାନୀ ଉପସ୍ଥିତ ରହି ଜନସାଧାରଣଙ୍କର ଅଭିଯୋଗ ଗୁଡ଼ିକର ଶୁଣାଣି କରିଥିଲେ। ଆଜି ମୋଟ ୬୬ ଗୋଟି ଅଭିଯୋଗର ଶୁଣାଣୀ ହୋଇଥିଲା l ସେଥି ମଧ୍ୟରୁ। ୩୬ ଟି ବ୍ୟକ୍ତିଗତ ଅଭିଯୋଗ ରହିଥିବା ବେଳେ ୨୪ ଟି ସାମୁହିକ ଅଭିଯୋଗ ରହିଥିଲା। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆଥିିକ ସହାୟତା ପାଇଁ ୪ ଜଣ ବ୍ୟକ୍ତି ଓ ରେଡକ୍ରସ ସହାୟତା ପାଇଁ ୨ ଜଣ ଆବେଦନ କରିଥିଲେ । ଏଥି ମଧ୍ୟରୁ ୬ ଗୋଟି ଅଭିଯୋଗ ର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। l ଆଜି ଆସିଥିବା ଅଭିଯୋଗ ଗୁଡ଼ିକ ମଧ୍ୟରୁ ମୁଖ୍ୟତଃ ରାସ୍ତା ଘାଟ ସମସ୍ୟା, ପେନସନ, ବିଦ୍ୟୁତ୍ ସମସ୍ୟା, ରାସନ୍ କାର୍ଡ ସମସ୍ୟା, ପାନୀୟ ଜଳ ସମସ୍ୟା ଆଦି ପ୍ରମୁଖ ରହିଥିଲା। ଆଜିର ଏହି ଯୁଗ୍ମ ଜନ ଅଭିଯୋଗ ଶୁଣାଣି ରେ ଡିଏଫଓ ରବିକାନ୍ତ ମୀ ନା ସହିତ ବିଶ୍ର। ଗୋଷ୍ଠି ଉନ୍ନୟନ ଅଧିକାରୀ ସମେତ ସମସ୍ତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l #smsnewsnetwork #bisra #grivance #dmsundargarh #sprourkela
Sundargarh Town, Sundargarh | Aug 17, 2026
ରାଉରକେଲା; ବିଏମଏସ୍ ର ବିରାଟ ଶୋଭାଯାତ୍ରାରେ ଦାବିପତ୍ର ପ୍ରଦାନ ପାଇଁ ଆସିଥିବା ବେଳେ ଏଡିଏମ୍ ମହୋଦୟା ଦେଖି ପଳାଇଲେ! ଅସନ୍ତୋଷ ଝାଡିଲେ ଶ୍ରମିକ ନେତା #smsnewsnetwork #rourkela #BMS #RIKKS #ADM #SDM #DMSNG #chiefsecretary #CMOdisha
Sundargarh Town, Sundargarh | Aug 17, 2026