Public App Logo
Jansamasya
National
Bihar
Madhya_pradesh
Indianrailways
Patanjali
New_delhi
Chandigarh
South_delhi
Shahdara
Beattheheat
���हीद_दिवस
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Notoadulteration
Railinfra4uttarpradesh
Railone
North_west_delhi
���िश्व_जल_दिवस
Capacitybuilding
Educationforall
Worldwaterday
Railsafety
Chaitranavratri
���ंतर्राष्ट्रीय_वन_दिवस
Thodadhyanse

ସମ୍ବଲପୁର ମ୍ୟୁନିସିପାଲଟି: ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ରେ ପ୍ରଶାସନ ପକ୍ଷରୁ ଆଜି ଜବର ଦଖଲ ଉଛେଦ

Sambalpur M, Sambalpur | Apr 29, 2025
ଟାଉନ ଥାନା ଅନ୍ତର୍ଗତ ସାହୁ କଲୋନୀ ରେ ଆଜି ପ୍ରଶାସନ ପକ୍ଷରୁ ଆଜି ଜବର ଦଖଲ ଉଛେଦ କରାଯାଇଛି l ମିଳିଥିବା ସୂଚନା ଅନୁସାରେ ଆଜି ଦିନ ପ୍ରାୟ 11 ଟା ସମୟରେ ସାହୁ କଲୋନୀ ସ୍ଥିତ ଝୁପଡି ପଡା ରେ ପ୍ରଶାସନ ପକ୍ଷରୁ ଜବର ଦଖଲ ଉଛେଦ କରାଯାଇଛି l ଏହି ଅଞ୍ଚଳରେ ବ୍ୟାପକ ମାତ୍ରା ରେ କୋରେକ୍ସ କାରବାର ହେଉଥିବା ଅଭିଯୋଗ ହୋଇ ଆସୁଥିଲା l ଯାହାକୁ ନେଇ ପ୍ରଶାସନ ଆଜି ଏଭଳି ପଦକ୍ଷେପ ନେଇଛି l ପୂର୍ବରୁ ଥରେ ମଧ୍ୟ ଏହି ଅଞ୍ଚଳ କୁ ଉଛେଦ କରାଯାଇଥିଲା l

MORE NEWS