ସମ୍ବଲପୁର ମ୍ୟୁନିସିପାଲଟି: ବିଧାୟକ ସୁଦର୍ଶନ ହରିପାଲ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାବିପତ୍ର ଦେବା ଅବସରରେ ରଖିଲେ ନିଜ ପ୍ରତିକ୍ରିୟା
ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳରେ ବହୁ ମାସ ହେବ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଠପ୍ ହେଇଥିବା ପ୍ରତିବାଦରେ ଆଜି ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲ ସମ୍ବଲପୂର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଏନେଇ ବିଧାୟକ କହିଛନ୍ତି ଯେ ରେଙ୍ଗାଲି ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅଞ୍ଚଳ ସମେତ ଧନକଉଡ଼ା ଯୋନ 2 ଠାରେ ବିଶେଷକରି ସବୁ ଉନ୍ନୟନମୂଳକ କାର୍ଯ୍ୟଗୁଡ଼ିକ ବନ୍ଦ ରହିଛି। ଏନେଇ ବିଧାୟକ ହରିପାଲ ନିଜ ପ୍ରତିକ୍ରିୟା ରଖିଥିଲେ।