Public App Logo
Jansamasya
National
Bihar
Madhya_pradesh
Indianrailways
Patanjali
New_delhi
Chandigarh
South_delhi
Shahdara
Beattheheat
���हीद_दिवस
Swachhbharat
North_east_delhi
Nagaland
East_delhi
Tbmuktbharat
North_delhi
West_delhi
Responsiblerailyatri
Notoadulteration
Railinfra4uttarpradesh
Railone
North_west_delhi
���िश्व_जल_दिवस
Educationforall
Worldwaterday
Capacitybuilding
Railsafety
Chaitranavratri

ସମ୍ବଲପୁର ମ୍ୟୁନିସିପାଲଟି: ଡିଏଲପିସି ବୈଠକକୁ ବର୍ଜନ, ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଳେ ଚାଷୀ ସଙ୍ଗଠନ ପକ୍ଷରୁ ଏହି ବିକ୍ଷଭ ପ୍ରଦର୍ଶନ

Sambalpur M, Sambalpur | Apr 29, 2025
ଡିଏଲପିସି ବୈଠକକୁ ବର୍ଜନ କରି ଚାଷଙ୍କ ବିକ୍ଷଭ l ଜ଼ିଲ୍ଲାପାଳଙ୍କ କାର୍ଯ୍ୟାଳୟ ତଳେ ଚାଷୀ ସଙ୍ଗଠନ ପକ୍ଷରୁ ଏହି ବିକ୍ଷଭ ପ୍ରଦର୍ଶନ କରିଥିଲେ l ଡିଏଲପିସି ବୈଠକରେ ଜ଼ିଲ୍ଲା ପ୍ରଶାସନ ର କ୍ଷମତା ନଥିବାରୁ ଏହାକୁ ବିରୋଧ କରିଛନ୍ତି ଚାଷୀ ସଙ୍ଗଠନ l ଭୁବନେଶ୍ୱର ରେ ରହି ଚାଷୀ କେତେ ଧାନ ବିକ୍ରି କରିବେ ତାର ନିଷ୍ପତି କୁ ବିରୋଧ କରିଛନ୍ତି ଚାଷୀ ମାନେ l

MORE NEWS