ପାରଳାଖେମୁଣ୍ଡି: ଗଜପତି: ଅତର୍କିତ ଆକ୍ରମଣ ଓ ଧମକ ଦେବା ମାମଲାରେ ଅଭିଯୁକ୍ତକୁ 4 ମାସ ଜେଲ
ଗଜପତି ଜିଲ୍ଲା କାଶୀନଗର କିଡିଗାଁର ପଣସ ଧର୍ମା ରାଓଙ୍କୁ 4 ମାସ ଜେଲ ଦଣ୍ଡ। ଜଣେ ବ୍ୟକ୍ତିଙ୍କୁ ରେଞ୍ଚିରେ ଆକ୍ରମଣ କରିବା ଓ ଜୀବନରୁ ମାରିଦେବା ଧମକ ଦେବା ମାମଲାରେ କାଶୀନଗର ଗ୍ରାମ ନ୍ୟାୟାଳୟ ଏହି ରାୟ ଶୁଣାଇଛନ୍ତି।