କୋଟପାଡ଼-ବ୍ୟାଙ୍କ ଭକି ଏକ ଗୁରୁତ୍ୱ ପୂର୍ଣ୍ଣ ବ୍ୟବସ୍ତା ର ପରିଚାଳନା ଉପରେ ଉଠିଛି ପ୍ରଶ୍ନ।ଜଣେ ଜମା କାରୀ ନିଜ ଜମା ଖାତା ରେ ଗତ ୨୦୨୧ ମସିହା ରେ ୧୭ଲକ୍ଷ ୫୦ ହଜାର ଟଙ୍କା ଜମା କରିଛନ୍ତି ତାଙ୍କୁ ଜମା ଟଙ୍କାର ବ୍ୟାଙ୍କ ରିଚିର୍ଟ ବି ମିଳିଛି।ହେଲେ ସେ ଜମା ଟଙ୍କା ତାଙ୍କ ଏ କାଉଣ୍ଡ ରେ ଜମା ହବା ପରିବର୍ତ୍ତେ ଆଉ କୁଆଡେ ଉଭାନ ହେଇଯାଇଛି।ସେ ନିଜ ଟଙ୍କା ନିଜ ଏକାଉଣ୍ଟକୁ ଫେରାଇ ଆଣିବା ପାଇଁ ପାଞ୍ଚ ବର୍ଷ ହେଲା ବ୍ୟାଙ୍କ କୁ ଘରକୁ ଚକର କାଟୁ ଛନ୍ତି ହେଲେ ବ୍ୟାଙ୍କ କତ୍ତୃପକ୍ଷ କେବଳ ଟଙ୍କା ଫେରିବ କହି ବ୍ଲାଉଛନ୍ତି।ତାଙ୍କ ଟଙ୍କା ପ୍ରକୃତ ରେ କେଉଠି କୁ ଗଲା ୫ବର୍ଷ ହେବ ଅଥଚ ବ୍ୟାଙ୍କ ଜାଣି ପାରୁ ନାହିଁ କେମିତି ନା ଜମା କାରୀ ଙ୍କ ଟଙ୍କା ହଡପ ହୋଇଛି ଏଭଳି କିଛି ପ୍ରଶ୍ନ ଉଠାଇଛନ୍ତି କୋଟପଡ଼ DCB ବ୍ୟାଙ୍କ ବିରୋଧରେ ସେହି ବ୍ୟାଙ୍କର ଜଣେ ଜମା କାରୀ।ସେ ଏପ୍ରସଙ୍ଗ ରେ ଜିଲ୍ଲାପାଳ ଙ୍କ ନିକଟରେ ବି ଫେରାଦ ହୋଇ ଅଭିଯୋଗ କରିଛନ୍ତି ହେଲେ ନିଜ ଟଙ୍କା ପାଇ ପାରୁ ନଥିବା କହିଛନ୍ତି।