Public App Logo
Jansamasya
News
���ुलिस
Bjp
National
Police
Bihar
���िहार
���ीजेपी
Congress
Modi
Delhi
Viral
Crime
Odisha
Rajasthan
���मित_शाह
���िल्ली
Breakingnews
���हिला
Madhya_pradesh
Pmmodi
Ipl
Rahulgandhi
Haryana
Cricket
���ेजस्वी_यादव
Uttarakhand
Crimenews
Kolkata

ବଡସାହି: ୧୮ନଂ ଜାତୀୟରାଜପଥ ତୁଳସୀଚଉରା ଠାରେ ବେତନଟୀ ତହସିଲଦାରଙ୍କୁ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ ଆଉ ୬ଜଣକୁ କୋର୍ଟଚାଲାଣ କଲା ପୁଲିସ

Barsahi, Mayurbhanj | Nov 27, 2025
୧୮ନଂ ଜାତୀୟରାଜପଥ ତୁଳସୀଚଉରା ଠାରେ ବେତନଟୀ ତହସିଲଦାର ଚନ୍ଦ୍ରଜିତ ବେହେରାଙ୍କୁ ବାଲି ମାଫିଆ ମାନେ ସଂଙ୍ଘବଦ୍ଧ ଆକ୍ରମଣ କରିବା ଘଟଣାରେ ବୁଧବାର ତିନିଜଣଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଗୁରୁବାର ଆଉ ୬ଜଣଙ୍କୁ ଗିରଫକରି ସ୍ୱାସ୍ଥ୍ୟପରୀକ୍ଷା ପରେ ଗୁରୁବାର ଅପରାହ୍ନ ପାଞ୍ଚଟାରେ କୋର୍ଟ ଚାଲାଣ କଲା ବେତନଟୀ ପୁଲିସ l ଫଳରେ ଗିରଫ ସଂଖ୍ୟା ୯ରେ ପହଞ୍ଚିଛି l

MORE NEWS

ବଡସାହି: ୧୮ନଂ ଜାତୀୟରାଜପଥ ତୁଳସୀଚଉରା ଠାରେ ବେତନଟୀ ତହସିଲଦାରଙ୍କୁ ବାଲିମାଫିଆଙ୍କ ସଂଘବଦ୍ଧ ଆକ୍ରମଣ ଘଟଣାରେ ଗିରଫ ଆଉ ୬ଜଣକୁ କୋର୍ଟଚାଲାଣ କଲା ପୁଲିସ - Barsahi News