Public App Logo
Jansamasya
हादसा
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Accident
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Mp
उत्तरप्रदेश
Pmmodi
Rahulgandhi
यूपी
Uttarpradesh
Haryana
Cricket

ଆନନ୍ଦପୁର: ଶାସଙ୍ଗ ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇଲେ ବିଡ଼ିଓ

Anandapur, Kendujhar | Nov 29, 2025
ଜଣେ ଭଲ ପ୍ରଶାସନିକ ଅଧିକାରୀ ଭାବେ ଜଣାଶୁଣା ହାଟଡିହି ବ୍ଲକର ବିଡ଼ିଓ ରଞ୍ଜନ କୁମାର ପରିଡା ଆଜି ଦିନ୧୨ଟା ବେଳେ ଅଚାନକ ଶାସଙ୍ଗ ହାଇସ୍କୁଲ ପରିଦର୍ଶନ କରିବା ସହିତ  ୮ମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରିଥିଲେ। ଛାତ୍ରଛାତ୍ରୀ ମାନେ ବିଡ଼ିଓଙ୍କ ସମସ୍ତ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ। ତାଙ୍କ ସହିତ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇ ଉପସ୍ଥିତ ଥିଲେ।

MORE NEWS

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
#jagannathtemple #Hanuman_temple #Kainsiari #gadabandhogoda  #ghasipura #kendujhar #Odisha #kendujharhalchal

#କେନ୍ଦୁଝର_ଜିଲ୍ଲା_ଘସିପୁରା_ବ୍ଳକ_ଅନ୍ତର୍ଗତ_କଇଁସିଆରି ଗ୍ରାମର #ଗୌଡିଓ ମଠ ପରିସରରେ #ପ୍ରଭୁ_ଜଗନ୍ନାଥ ଓ #ହନୁମାନଙ୍କ ନୂତନ ଭବ୍ୟ #ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। #jagannathtemple #Hanuman_temple #Kainsiari #gadabandhogoda #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 26, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#baripal #ghasipura #kendujhar #Odisha #kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ବରିପାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #baripal #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 25, 2026

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ।
#BikasaraDharaOdishaSara  #CMOOdisha #BJPOdisha
#Ramachandrapur #ghasipura #kendujhar #Odisha
#kendujharhalchal

ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ #ଘସିପୁରା_ବ୍ଲକ_ରାମଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ବିକାଶର ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ। #BikasaraDharaOdishaSara #CMOOdisha #BJPOdisha #Ramachandrapur #ghasipura #kendujhar #Odisha #kendujharhalchal

Anandapur, Kendujhar | Jun 25, 2026