ରେମୁଣା: ରେମୁଣା ସମଲପୁରଠାରେ କଂଗ୍ରେସ କର୍ମୀ ବୈଠକ, ସଂଗଠନ ମଜବୁତ୍ କରିବାକୁ ଆହ୍ଵାନ
ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକର ସମଲପୁରଠାରେ ଅନୁଷ୍ଠିତ କଂଗ୍ରେସ କର୍ମୀ ବୈଠକରେ ଯୋଗଦେଲେ ପୂର୍ବତନ ବିଧାୟକ ସୁଦର୍ଶନ ଜେନା। ତୃଣମୂଳ ସ୍ତରରେ ସଂଗଠନ ମଜବୁତ୍ କରିବା ସହ ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦିଆଗଲା ଆହ୍ଵାନ।