ଅଲୌକିକ ଦୃଶ୍ୟ ଓ ମହାପ୍ରଭୁଙ୍କ ଅପୂର୍ବ ଲୀଳା!
ଥିଡିକାଜୋର୍ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଛି ସ୍ୱର୍ଗ ଲୋକର ଦୁର୍ଲ୍ଲଭ 'ବ୍ରହ୍ମକମଳ' ପୁଷ୍ପ। ଏହି ଦିବ୍ୟ ଦର୍ଶନ ସମସ୍ତଙ୍କୁ ଭାବବିହ୍ୱଳ କରିଛି।
ଅନ୍ୟପଟେ, ଆଜି ପବିତ୍ର ରଥ ଉପରେ ମହାପ୍ରଭୁଙ୍କ 'ଅଧରପଣା' ଭୋଗ ଲାଗି ହୋଇଛି। ରଥଯାତ୍ରାକୁ ଆସିଥିବା ସମସ୍ତ ଦେବାଦେବୀ ଓ ଅଶରୀରି ମାନଙ୍କ ଉଦ୍ଦେଶ୍ୟରେ ଏହି ମହାପ୍ରସାଦ ଅର୍ପଣ କରାଯାଉଛି।
ଜୟ ଜଗନ୍ନାଥ! 🔱 ଶ୍ରୀଜୀଉଙ୍କ କୃପା ସମସ୍ତଙ୍କ ଉପରେ ବଜାୟ ରହୁ।
#Thidikajor #JayJagannath #RathaYatra2026 #AdharaPana #BrahmaKamal #Odiaculture #DivineDarshan
Baudh Sadar, Boudh (Bauda) | Jul 26, 2026