Public App Logo
Profile Picture

Ama Sanskrit Ama Parampara

@amasanskritama01
1012Followers
1Following
ଜୟ ମା ସୁରେଶ୍ୱରୀ ମା ଗୋ ତୋର ପାଦେ ଶରଣମ 👏
ସଂଖ୍ୟାପରେ ରାମାୟଣ ଭାଗ ଦ୍ୱିତୀୟ  ଥରେ ନିହାତି ଦେଖନ୍ତୁ ଭଲ ଲାଗିଲେ କମେଣ୍ଟ କରନ୍ତୁ l
ମିତ୍ର ମୋର କେଉଁ କାର୍ଯ୍ୟ ନେଇ ଆସିଲ ଭାଇ ଭାର୍ଯ୍ୟା ଘେନି ବନସ୍ତରେ l
ଦିନକୁ ଦିନ ବୁଡିବାକୁ ବସିଲାଣି ଧୂଳି ଦଣ୍ଡ l ଏହି ଦଣ୍ଡ ଭିଡିଓ ଟିକିଏ ଦେଖନ୍ତୁ ଭଲ ଲାଗିଲେ କମେଣ୍ଟ କରନ୍ତୁ l
ବୁନ୍ଦାବନ ମୁରଲୀ ଧାରୀ ତତେ ରାମ ବୋଲି କିଏ. ...
ଓଡିଆ ପାଲା ଭିଡିଓ ଥରେ ନିହାତି ଦେଖନ୍ତୁ ଭଲ ଲାଗିଲେ କମେଣ୍ଟ କରନ୍ତୁ
ବାବା ସଂଖ୍ୟପରେ ରାମାୟଣ ଗାୟନ କରିଦେଲେ ଥରେ ନିହାତି ଦେଖୁନ ଆଜ୍ଞାମାନେ ଭଲ ଲାଗିଲେ କମେଣ୍ଟ କରୁନ l
ଇ ଜାଗା ଟା କେନେ ଅଛେ ଯିଏ ଜାଣିଛ କମେଣ୍ଟ କର 
A-ବୌଦ୍ଧ 
B-ସୋନପୁର 
C -ବଲାଙ୍ଗୀର 
D -ଅନୁଗୁଳ
ଭାଇ ଯଉଁନ୍ତିଆର ପର ଦିନ ବନ୍ଧ ତୁଠରେ କେଉଁ ଦେବତାକୁ ପୂଜା କରାଯାଏ l ଯିଏ ଜାଣିଛ କମେଣ୍ଟ କର l
ଇଟା କେନ ଜାଗା କିଏ ଜାଣିଛ କମେଣ୍ଟ କର l
ଏହି ପତ୍ର ନାମ କଣ କିଏ ଜାଣିଛ କମେଣ୍ଟ କର l
ଗଣେଶଙ୍କ ଅନ୍ୟ ନାମ କଣ? ଯିଏ ଜାଣିଛ କମେଣ୍ଟ କର l
ସମ୍ବଲପୁରୀ କୀର୍ତ୍ତନ ଗାୟିକା ଇତିଶ୍ରୀ କର ଙ୍କର ଏକ ସୁନ୍ଦର କୀର୍ତ୍ତନ ଭିଡିଓ ଥରେ ନିହାତି ଦେଖନ୍ତୁ l
ଈଟା ଓଡିଶା କେନ ଜାଗା କିଏ ଜାଣିଛ କମେଣ୍ଟ କରନ୍ତୁ
ଭିକ୍ଷା ଦିଅ ଥରେ, ଯିବି ଅନ୍ୟ ଦ୍ୱାରେ  | ଭକ୍ତିଭାବରେ ଭରା ଏକ ସୁନ୍ଦର ଭଜନ, ଯାହା ଆପଣଙ୍କ ମନକୁ ନିଶ୍ଚୟ ଛୁଇଁଯିବ। ଏହି ମନଛୁଆଁ ଭଜନଟି ଥରେ ନିହାତି ଦେଖନ୍ତୁ। ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟରେ ନିଜର ମତାମତ ଜଣାନ୍ତୁ |

<nis:link nis:type=tag nis:id=odiabhajan nis:value=OdiaBhajan nis:enabled=true nis:link/>  <nis:link nis:type=tag nis:id=bhakti nis:value=Bhakti nis:enabled=true nis:link/> <nis:link nis:type=tag nis:id=bhajan nis:value=Bhajan nis:enabled=true nis:link/> <nis:link nis:type=tag nis:id=spiritualmusic nis:value=SpiritualMusic nis:enabled=true nis:link/> <nis:link nis:type=tag nis:id=odiamusic nis:value=OdiaMusic nis:enabled=true nis:link/> <nis:link nis:type=tag nis:id=jagannathbhajan nis:value=JagannathBhajan nis:enabled=true nis:link/> <nis:link nis:type=tag nis:id=odiaculture nis:value=OdiaCulture nis:enabled=true nis:link/>  <nis:link nis:type=tag nis:id=bhaktisangeet nis:value=BhaktiSangeet nis:enabled=true nis:link/> <nis:link nis:type=tag nis:id=jaijagannath nis:value=JaiJagannath nis:enabled=true nis:link/>
ପ୍ରଭୁ ହେ ଦିଅ ଚରଣ ଧୂଳି. ... ! ଓଡ଼ିଆ କୀର୍ତ୍ତନ ଭିଡିଓ ଥରେ ନିହାତି ଦେଖନ୍ତୁ ଭଲ ଲାଗିଲେ କମେଣ୍ଟ କରନ୍ତୁ l
ବହୁତ  ସୁନ୍ଦର କୀର୍ତ୍ତନ ଭିଡିଓ ଥରେ ନିହାତି ଦେଖନ୍ତୁ l ଭଲ ଲାଗିଲେ କମେଣ୍ଟ କରନ୍ତୁ l
ମୃଦଙ୍ଗ ବାଦ୍ୟ ଟିକେ ଦେଖାନ l ଆଜ୍ଞା ବହୁତ ବଢିଆ ବଜାଉଛନ୍ତି l
କୁଆଘରା କୀର୍ତ୍ତନ ମଣ୍ଡଳୀ l ଥରେ ନିହାତି ଦେଖନ୍ତୁ ଭିଡ଼ିଓ ଭଲ ଲାଗିଲେ କମେଣ୍ଟ କରନ୍ତୁ l
ଆମ ସଂସ୍କୃତି ଆମ ପରମ୍ପରା ର ନଚନିଆ ନୃତ୍ୟ ଦିନକୁ ଦିନ ବୁଡିବାକୁ ବସିଲାଣି କିପରି ପୁଣିଥରେ ପୁନଃ ଉଦ୍ଧାର ହେଇପାରିବ ତାହା ହଁ ଆମର ଉଦେଶ୍ୟ ଓ ଲକ୍ଷ୍ୟ l
ପତର ସଉରା ଭିଡିଓ ଥରେ ନିହାତି ଦେଖନ୍ତୁ l ଭଲ ଲାଗିଲେ କମେଣ୍ଟ କରନ୍ତୁ l
ଆଖି ବୁଝିଦେଲେ ତୁଇ. ..
ଜୟ ମା ସୁରେଶ୍ୱରୀ 👏 ମା ଇ ସଂସାର କେ ରଖିଥା ପଣତ କାନି ତଳେ ଢାପି l
ହେ ଗୌରାଙ୍ଗ କାହିଁକି ଗୌରାଙ୍ଗ ହେଲୁରେ. ..
<nis:link nis:type=tag nis:id=nonfollowers nis:value=nonfollowers nis:enabled=true nis:link/> <nis:link nis:type=tag nis:id=facebookviral nis:value=facebookviral nis:enabled=true nis:link/> <nis:link nis:type=tag nis:id=fypシ゚viralシ nis:value=fypシ゚viralシ nis:enabled=true nis:link/> <nis:link nis:type=tag nis:id=fbpost nis:value=fbpost nis:enabled=true nis:link/> <nis:link nis:type=tag nis:id=viralreels nis:value=viralreels nis:enabled=true nis:link/>
ସମ୍ବଲପୁରୀ ଦଣ୍ଡ ନୃତ୍ୟ ପଶ୍ଚିମ ଓଡ଼ିଶାର ମାଟି, କଳା ଓ ସଂସ୍କୃତିର ଗର୍ବ ହେଉଛି ଆମର ପାରମ୍ପରିକ ଲୋକକଳା

ପତର ସଉରାଆମ ମାଟିର କଳାକାରଙ୍କ ନୃତ୍ୟରେ ଝଲସି ଉଠେ ସମ୍ବଲପୁରୀ ସଂସ୍କୃତିର ଅନନ୍ୟ ଝଲକ। 

👏 ଆସନ୍ତୁ, ଆମ କଳାକାରଙ୍କୁ ଉତ୍ସାହିତ କରିବା ଏବଂ ଆମ ପାରମ୍ପରିକ କଳାକୁ ବଞ୍ଚାଇ ରଖିବା

<nis:link nis:type=tag nis:id=sambalpuridance nis:value=SambalpuriDance nis:enabled=true nis:link/> <nis:link nis:type=tag nis:id=sambalpuriculture nis:value=SambalpuriCulture nis:enabled=true nis:link/> <nis:link nis:type=tag nis:id=westernodisha nis:value=WesternOdisha nis:enabled=true nis:link/> <nis:link nis:type=tag nis:id=odiaculture nis:value=OdiaCulture nis:enabled=true nis:link/>