Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow
image
image

ରାସ୍ତା ନା ପୋଖରୀ? କେବେ ସୁଧୁରିବ ବୌଦ୍ଧ ବ୍ଲକ ରକସା ହରିଜନ ସାହି ରାସ୍ତା? ​ବୌଦ୍ଧ ବ୍ଲକ ଅନ୍ତର୍ଗତ ରକସା ହରିଜନ ସାହିର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଏଭଳି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି, ଯାହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ​ଏହି ଗୋଟିଏ ରାସ୍ତା ଉପରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭର କରନ୍ତି। ଗାତ ଏବଂ କାଦୁଅ ଯୋଗୁଁ ଦୈନନ୍ଦିନ ଯାତାୟାତରେ ଜୀବନ ବାଜି ଲଗାଇବାକୁ ପଡ଼ୁଛି। ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରୁ। ​#Boudh #Raksa #RoadIssue #PublicGrievance #OdishaNews #DistrictAdministration #ArgusNews

MORE NEWS

ଅନ୍ଧର ଲହୁଡି ମୋର ଦୁଖୀ ଧନରେ. ...
#jagannath #puri #tending  #facebookviral  #facebookreelsviral  #facebookreels  #nonfollowers

ଅନ୍ଧର ଲହୁଡି ମୋର ଦୁଖୀ ଧନରେ. ... #jagannath #puri #tending #facebookviral #facebookreelsviral #facebookreels #nonfollowers

Baudh Sadar, Boudh (Bauda) | Jul 26, 2026

ଅଲୌକିକ ଦୃଶ୍ୟ ଓ ମହାପ୍ରଭୁଙ୍କ ଅପୂର୍ବ ଲୀଳା! 
​ଥିଡିକାଜୋର୍ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଛି ସ୍ୱର୍ଗ ଲୋକର ଦୁର୍ଲ୍ଲଭ 'ବ୍ରହ୍ମକମଳ' ପୁଷ୍ପ। ଏହି ଦିବ୍ୟ ଦର୍ଶନ ସମସ୍ତଙ୍କୁ ଭାବବିହ୍ୱଳ କରିଛି। 
​ଅନ୍ୟପଟେ, ଆଜି ପବିତ୍ର ରଥ ଉପରେ ମହାପ୍ରଭୁଙ୍କ 'ଅଧରପଣା' ଭୋଗ ଲାଗି ହୋଇଛି। ରଥଯାତ୍ରାକୁ ଆସିଥିବା ସମସ୍ତ ଦେବାଦେବୀ ଓ ଅଶରୀରି ମାନଙ୍କ ଉଦ୍ଦେଶ୍ୟରେ ଏହି ମହାପ୍ରସାଦ ଅର୍ପଣ କରାଯାଉଛି।
​ଜୟ ଜଗନ୍ନାଥ! 🔱 ଶ୍ରୀଜୀଉଙ୍କ କୃପା ସମସ୍ତଙ୍କ ଉପରେ ବଜାୟ ରହୁ। 
​#Thidikajor #JayJagannath #RathaYatra2026 #AdharaPana #BrahmaKamal #Odiaculture #DivineDarshan

ଅଲୌକିକ ଦୃଶ୍ୟ ଓ ମହାପ୍ରଭୁଙ୍କ ଅପୂର୍ବ ଲୀଳା! ​ଥିଡିକାଜୋର୍ ସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମସ୍ତକରେ ଶୋଭା ପାଉଛି ସ୍ୱର୍ଗ ଲୋକର ଦୁର୍ଲ୍ଲଭ 'ବ୍ରହ୍ମକମଳ' ପୁଷ୍ପ। ଏହି ଦିବ୍ୟ ଦର୍ଶନ ସମସ୍ତଙ୍କୁ ଭାବବିହ୍ୱଳ କରିଛି। ​ଅନ୍ୟପଟେ, ଆଜି ପବିତ୍ର ରଥ ଉପରେ ମହାପ୍ରଭୁଙ୍କ 'ଅଧରପଣା' ଭୋଗ ଲାଗି ହୋଇଛି। ରଥଯାତ୍ରାକୁ ଆସିଥିବା ସମସ୍ତ ଦେବାଦେବୀ ଓ ଅଶରୀରି ମାନଙ୍କ ଉଦ୍ଦେଶ୍ୟରେ ଏହି ମହାପ୍ରସାଦ ଅର୍ପଣ କରାଯାଉଛି। ​ଜୟ ଜଗନ୍ନାଥ! 🔱 ଶ୍ରୀଜୀଉଙ୍କ କୃପା ସମସ୍ତଙ୍କ ଉପରେ ବଜାୟ ରହୁ। ​#Thidikajor #JayJagannath #RathaYatra2026 #AdharaPana #BrahmaKamal #Odiaculture #DivineDarshan

Baudh Sadar, Boudh (Bauda) | Jul 26, 2026

ରେଳ ସୁଡ଼ଙ୍ଗ ଭିତରେ ପଡ଼ୁଛି ଏଭଳି ସିମେଣ୍ଟ ସ୍ଲିପର #IndianRailway #RailwayTunnel #CimentSliper #RailwayLineUpdate #RailwayTunnelUpdate #OdishaTour #odishatour #OdishaTourUpdate

ରେଳ ସୁଡ଼ଙ୍ଗ ଭିତରେ ପଡ଼ୁଛି ଏଭଳି ସିମେଣ୍ଟ ସ୍ଲିପର #IndianRailway #RailwayTunnel #CimentSliper #RailwayLineUpdate #RailwayTunnelUpdate #OdishaTour #odishatour #OdishaTourUpdate

Baudh Sadar, Boudh (Bauda) | Jul 26, 2026

ରାସ୍ତା ନା ପୋଖରୀ? କେବେ ସୁଧୁରିବ ବୌଦ୍ଧ ବ୍ଲକ ରକସା ହରିଜନ ସାହି ରାସ୍ତା? ​ବୌଦ୍ଧ ବ୍ଲକ ଅନ୍ତର୍ଗତ ରକସା ହରିଜନ ସାହିର ମୁଖ୍ୟ ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଏଭଳି ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହୁଛି, ଯାହା ପୋଖରୀର ଭ୍ରମ ସୃଷ୍ଟି କରୁଛି। ​ଏହି ଗୋଟିଏ ରାସ୍ତା ଉପରେ ପ୍ରାୟ ୧୦ ଖଣ୍ଡ ଗ୍ରାମର ଲୋକେ ଯାତାୟାତ ପାଇଁ ନିର୍ଭର କରନ୍ତି। ଗାତ ଏବଂ କାଦୁଅ ଯୋଗୁଁ ଦୈନନ୍ଦିନ ଯାତାୟାତରେ ଜୀବନ ବାଜି ଲଗାଇବାକୁ ପଡ଼ୁଛି। ସାଧାରଣ ଲୋକଙ୍କ ଦୁର୍ଦ୍ଦଶାକୁ ଆଖିରେ ରଖି ଜିଲ୍ଲା ପ୍ରଶାସନ ତୁରନ୍ତ ଏହି ରାସ୍ତା ମରାମତି ପାଇଁ ପଦକ୍ଷେପ ଗ୍ରହଣ କରୁ। ​#Boudh #Raksa #RoadIssue #PublicGrievance #OdishaNews #DistrictAdministration #ArgusNews - Baudh Sadar News