ଝାରସୁଗୁଡା: ଡଙ୍ଗାପାଳରେ ୨୬ତମ ନାବକେଳି ମହୋତ୍ସବ: ଯୋଗଦେଲେ ଝାରସୁଗୁଡ଼ା ବିଧାୟକ ଟଙ୍କଧର ତ୍ରିପାଠୀ
ସମ୍ବଲପୁର ଜିଲ୍ଲା ଡଙ୍ଗାପାଳ ଗ୍ରାମରେ ଅନୁଷ୍ଠିତ ୨୬ତମ ନାବକେଳି ମହୋତ୍ସବରେ ମନ୍ତ୍ରୀ ରବି ନାରାୟଣ ନାଏକ ଓ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେଇଛନ୍ତି। କୁନି କଳାକାରଙ୍କ ପ୍ରଦର୍ଶନ ଓ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଞ୍ଚଳବାସୀ ବିଭୋର ହୋଇଥିଲେ।