ପୁରୀ ଜିଲ୍ଲା କଣାସ ବ୍ଲକ ବେଣାଗାଁ ଠାରେ ଥିବା ନୀଳାଞ୍ଚଳ ସେବା ପ୍ରତିଷ୍ଠାନରେ ଏକ ସପ୍ତାହ ଧରି ମାନସିକ ସ୍ୱାସ୍ଥ୍ୟ ସପ୍ତାହ ର ଆଜି ଅନ୍ତିମ ଦିବସ ପାଳନ କରାଯାଇଥିଲା । ଏହି ପ୍ରବିତ୍ର ଦିବସ ରେ ମୁଖ୍ୟ ଅଥିତି ଭାବରେ କଣାସ ଥାନା ଭାରପ୍ରାପ୍ତ ଅଧିକାରୀ ସୁନୀଲ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ ଗଡିଶୀଗଦା iic ଦିଲୀପ କୁମାର ଧଳ,ପ୍ରପେସର କିଶ୍ବର ପ୍ରତାପ ସିଂହ, ବିଜୟ ଲକ୍ଷ୍ମୀ ମହାପାତ୍ର, ସୁଦର୍ଶନ ପରିଡ଼ା ପରିଚାଳନା କମିଟି ସଭ୍ୟ :
#MentalHealthAwareness #MentalHealthWeek #Divyang #PersonsWithDisabilities #Kanas #OdishaNews #CharchaTV #MentalHealthMatters #charchatv