ଭବାନୀପାଟଣା ମାଣିକେଶ୍ବରୀ ହସ୍ପିଟାଲକୁ ଆର୍ଥିକ ଦଣ୍ଡ: କର୍ତ୍ତୃପକ୍ଷ ରଖିଲେ ପ୍ରତିକ୍ରିୟା
Bhabanipatana, Kalahandi | Nov 28, 2026
ଭବାନୀପାଟଣା ମାଣିକେଶ୍ବରୀ ମଲ୍ଟି ସ୍ଫେସାଲିଟି ହସ୍ପିଟାଲ ଜିଲ୍ଲା କଞ୍ଜୁମର କୋର୍ଟରେ ଆର୍ଥିକ ଦଣ୍ଡରେ ଦଣ୍ଡିତ ହେବା ପରେ ହସ୍ପିଟାଲ କର୍ତ୍ତୃପକ୍ଷ ନିଜର ପ୍ରତିକ୍ରିୟା ରଖିଛନ୍ତି।