ପୁରୀ: ପୁରୀରେ ଅଭାବନୀୟ ଘଟଣା: ଲଜ ଛାତରୁ ଖସି ଛାତିରେ ପଶିଲା ରଡ଼
Puri, Puri | Nov 15, 2026
ପୁରୀ ନରେନ୍ଦ୍ରକୋଣ ଚନ୍ଦନ ଲଜରେ ଘଟିଛି ଏଭଳି ଦୁର୍ଘଟଣା। ୬୫ ବର୍ଷୀୟ ସେକ ଅବଦୁଲ କାୟୁମ ଛାତରୁ ଖସି ପଡ଼ିବାରୁ ତାଙ୍କ ଛାତିରେ ରଡ଼ ପଶିଯାଇଛି। ସଦର ମୁଖ୍ୟ ଚିକିତ୍ସାଳୟରେ ସେ ଗୁରୁତର ଅବସ୍ଥାରେ ଭର୍ତ୍ତି।