ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ହସ୍ପିଟାଲରେ ନୂତନ କ୍ରିଟିକାଲ୍ କେୟାର ୟୁନିଟ୍ ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶର ଉଦ୍ଘାଟନ କରାଯାଇଛି।
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty
Jeypore, Koraput | Aug 16, 2026