ପୁରୀ: ଶ୍ରୀମନ୍ଦିର ଉପରେ ପୁଣି ଡ୍ରୋନ ଭିଡିଓ ଭାଇରାଲ: ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ
Puri, Puri | Nov 9, 2026
ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ବାରଣ ଥିଲେ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ। ଫ୍ଲାଏ ଉଇଥ୍ ମିନୁ ଓ ସେଲର ଲେନ୍ସ ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ମନ୍ଦିର ବେଢ଼ାର ଡ୍ରୋନ ଭିଜୁଆଲ ସେୟାର କରାଯାଇଛି, ଯାହା ମନ୍ଦିର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଛି।