Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand
No video available

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକମାନଙ୍କୁ ଲାପଟପ୍ ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ। ସଦର ବିଧାୟକଙ୍କ ଯୋଗଦାନ

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକମାନଙ୍କୁ ଲାପଟପ୍ ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ। ସଦର ବିଧାୟକଙ୍କ ଯୋଗଦାନ। ତେବେ ଆଜି ଜିଲ୍ଲାପାଳଙ୍କ ଉପସ୍ଥିତି ରେ ନିଜ କାର୍ଯ୍ୟଳୟ ଠାରେ ରଜସ୍ଵ ନିରୀକ୍ଷକ ମାନଙ୍କୁ ଲାପଟପ ବିତରଣ ମାଧ୍ୟମରେ ଏକ ଗଭୀର ଓ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି।ଏହି ପ୍ରଯୁକ୍ତି ଉପକରଣ ବ୍ୟବହାର କରି ଏବେ ରାଜସ୍ୱ ବ୍ୟବସ୍ଥାପନା ଅଧିକ ସଂଘଠିତ,ସୂଚନା ଆଧାରିତ ଓ ଲୋକମୁଖୀ ହେବ ବୋଲି କହିଛନ୍ତି ବିଧାୟକ।ତେବେ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ, ଉପ ଜିଲ୍ଲାପାଳଙ୍କ ସମେତ ବିଧାୟକ ଯୋଗଦେଇଥିବା ଦେଖିବାକୁ ମିଳିଛି।

MORE NEWS

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା।

📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

👍 Like | 💬 Comment | 🔄 Share | 🔔 Follow

#ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨 ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା। 📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 👍 Like | 💬 Comment | 🔄 Share | 🔔 Follow #ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

Bhadrak Rural, Bhadrak | Aug 11, 2026

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆

ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨

ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡

👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ!

🎥 ଦେଖନ୍ତୁ ଘଟଣାର ଭିଡିଓ…

ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍?

#Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆 ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨 ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡 👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ! 🎥 ଦେଖନ୍ତୁ ଘଟଣାର ଭିଡିଓ… ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍? #Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

Bhadrak Rural, Bhadrak | Aug 11, 2026

ଭଦ୍ରକ ଗ୍ରାମାଞ୍ଚଳ: ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରାଜସ୍ୱ ନିରୀକ୍ଷକମାନଙ୍କୁ ଲାପଟପ୍ ପ୍ରଦାନ କାର୍ଯକ୍ରମ ଅନୁଷ୍ଠିତ। ସଦର ବିଧାୟକଙ୍କ ଯୋଗଦାନ - Bhadrak Rural News