Public App Logo
Jansamasya
News
पुलिस
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
यूपी
कानपुर
Pm
Uttarpradesh

ତେଲକୋଇ: ଗୋପପୁର ଜିଆଁଳି ନାଳ ନିକଟରେ ବାଇକ ଟେମ୍ପୁ ଦୁର୍ଘଟଣା, ଯୁବକର ଭାଙ୍ଗିଲା ଗୋଡ଼

Telkoi, Kendujhar | Dec 19, 2025
ଗୋପପୁର ଜିଆଁଳି ନାଳ ନିକଟରେ ବାଇକ ଟେମ୍ପୁ ଦୁର୍ଘଟଣା, ଯୁବକର ଭାଙ୍ଗିଲା ଗୋଡ଼ , ଯୁବକ ହେଲେ ଦମ ନାଏକ ପିତା ଧରଣୀ ନାଏକ , ତରମାକାନ୍ତ ପଞ୍ଚାୟତ ଗୁପପୁର ଗ୍ରାମ ଗଲିଙ୍ଗ ସାହିର।ସୂଚନା ଅନୁଯାୟୀ ତରମାକାନ୍ତ ଜଟାଳ ଯାତ୍ରା ଦେଖି ବାଇକ ଯୋଗେ ଫେରୁଥିବା ବେଳେ ଘଟିଲା ଦୁଃର୍ଘଟଣା । ସ୍ଥାନିୟ ଲୋକେ ଆମ୍ବୁଲାନ୍ସ ଯୋଗେ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଅବସ୍ଥା ଗୁରୁତରଥିବାରୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ସେପଟେ ଟେମ୍ପୁ ଚମ୍ପଟ ମାରିଥିବାର ସୂଚନା । ଆଜି ରାତ୍ରୀ ନଅଟା ସମୟର ସୂଚନା ।