ମୁନିଗୁଡ଼ା ପୋଲିସ ଦ୍ୱାରା ଚନ୍ଦ୍ରପୁର ବ୍ଲକ ଡାଙ୍ଗସୋରାଡ଼ାରେ ବେଆଇନ ଗଞ୍ଜେଇ ଚାଷ ଉପରେ ଚଢ଼ାଉ। ଶୂନ୍ୟ ଦଶମିକ ନଅ ଆଠ ଏକର ଜମିରୁ ୯୮୮ଟି ଗଛ ନଷ୍ଟ, ଦାସ କୁମୁରିକା ନାମକ ବ୍ୟକ୍ତି ଗିରଫ ହୋଇ କୋର୍ଟ ଚାଲାଣ।