ଢେଙ୍କାନାଳ ସହରରେ ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ
#public #newsodiaodisha #dhenkanal ଢେଙ୍କାନାଳ ସହରରେ ଆଜି ବିଭିନ୍ନ ଗୁଟଖା ଦୋକାନ ଉପରେ ଚଢାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଜିଲ୍ଲା ଖାଦ୍ୟ ନିରାପତା ବିଭାଗ,ଅବକାରୀ ବିଭାଗ ଏବଂ ପୋଲିସର ମିଳିତ ସହଯୋଗରେ ସହର ମଧ୍ୟରେ ଥିବା ବିଭିନ୍ନ ଗୁଡକା ଦୋକାନ ଉପରେ ଚଢାଉ କରାଯାଇଥିଲା। ବିଭିନ୍ନ ଦୋକାନରୁ ଗୁଡିକା ଜବତ କରାଯାଇଥିଲା। କିଛି ଦୋକାନୀ ଉପରେ ଜୋରିମାନା ଲଗାଯାଇ ଆଦାୟ କରାଯାଇଛି। କେବଳ ଛୋଟ ଦୋକାନ ଉପରେ ଚଢାଉ କରାଯାଉଥିବାରୁ ବିଭିନ୍ନ ସ୍ଥାନରେ ଏହାକୁ ଦୋକାନୀ ମାନେ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି। Dhenkanal District Administration DHENKANAL NEWS Dhenkanal Update Dhenkanal Tehelka Tehelka Dhenkanal Dhenkanal News Dhenkanal Update Dja Dhenkanal
Dhenkanal Sadar, Dhenkanal | Jun 4, 2026