କଣ୍ଟାବାଞ୍ଜି: ଗୁଡ଼ଭେଲାରେ 103 ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ମିଳିଲା ପୁଷ୍ଟିକର ଖାଦ୍ୟ ସହାୟତା
ବଲାଙ୍ଗିର ଜିଲ୍ଲାର ଗୁଡ଼ଭେଲା ବ୍ଲକରେ ନାବାର୍ଡ ସହାୟତାରେ ୧୦୩ ଜଣ ଗର୍ଭବତୀ ଓ ପ୍ରସୂତି ମା’ଙ୍କୁ ପୁଷ୍ଟିକର ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। ଏଥିସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ମାତୃ ସ୍ୱାସ୍ଥ୍ୟ ସେବା ସମ୍ପର୍କରେ ସଚେତନ କରାଯାଇଛି।