Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi
usr66911008
#କୋରାପୁଟ_ରେ_ମୁଖ୍ୟମନ୍ତ୍ରୀ_ଙ୍କ_ଅନ୍ନପୂର୍ଣ୍ଣା_ଯୋଜନା_ଶୁଭାରମ୍ଭ_ଯୋଗ_ଦେଲେ_ବିଧାୟକ_ତାରା_ପ୍ରସାଦ_ବାହିନୀପତି
Koraput Town, Koraput
| Jun 13, 2026
#କୋରାପୁଟ_ରେ_ମୁଖ୍ୟମନ୍ତ୍ରୀ_ଙ୍କ_ଅନ୍ନପୂର୍ଣ୍ଣା_ଯୋଜନା_ଶୁଭାରମ୍ଭ_ଯୋଗ_ଦେଲେ_ବିଧାୟକ_ତାରା_ପ୍ରସାଦ_ବାହିନୀପତି
MORE NEWS
ଓଡ଼ିଶା ଭିତରକୁ ପଶି ଆଶିଲେ ଆନ୍ଧ୍ର ହାତୀପଲ ! ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ କୋଟିଆ ପଞ୍ଚାୟତର ନେରେଡିୱାଲେଶା ଅଂଚଳରୁ ଏହି ଭିଡିଓଟି ଆସିଛି। ଏହି ଭିଡ଼ିଓ ସଂପର୍କରେ ବନ ବିଭାଗ ପକ୍ଷରୁ କୌଣସି ସୁଚନା କିମ୍ବା ପ୍ରତିକ୍ରୀୟା ମିଳିପାରିନି।
Koraput Town, Koraput | Jun 13, 2026
#borigumma ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ।
Koraput Town, Koraput | Jun 13, 2026
#borigumma ବୋରିଗୁମ୍ମା-ଚଳିତ ରବି ଋତୁ ରେ ବଢୁଛି ଚାଷୀ ଅଶାନ୍ତି।ମଣ୍ଡି ରେ ଧାନ ଉଠିବା ବିଲମ୍ଭ ନେଇ କେତେ ବେଳେ ରାସ୍ତା ଅବରୋଧ ତ ଆଉ କେତେ ବେଳେ ଲେମ୍ପସ ରେ ତାଲା ମାରି ନିଜର ଦାବି ଜଣାଉଛି ଚାଷୀ।ଏସବୁ ସ୍ଵତ୍ତ୍ୱେ ମଧ୍ୟ ଧାନ କିଣା ସ୍ୱାଭାବିକ ହୋଇ ପାରୁନି କାହିଁକି? ଗତ ସପ୍ତାହ ରେ ତାରାଭଟ୍ଟା ଠାରେ ରାସ୍ତା ଅବରୋଧ କରି ଥିଲେ ଚାଷୀ,ଆଉ ଆଜି କାମତା ଲେମ୍ପ କୁ ତାଲା ପକାଇ ଧାରଣା ଦେଲେ ଚାଷୀ ଆନ୍ଦୋଳନ ରେ ସାମିଲ ହେଲେ ଜିଲାପରିଷଦ ସଭ୍ୟ ପିଙ୍କୁ ଶତପଥୀ।
Koraput Town, Koraput | Jun 13, 2026
#Jeypore ଜୟପୁର ବ୍ଲକ ହାଡ଼ିଆ ମଣ୍ଡିରେ ବି ଚାଷୀ ଙ୍କ ଧାରଣା ଦେବର ଦୃଶ୍ୟ ସାମ୍ନା କୁ ଆସିଛି।ଅନେକ ଚାଷୀ ନିଜ ନାମ ମଣ୍ଡି ରେ ପଂଚିକରଣ କରି ପାରିନାହାନ୍ତି ।ସେମାନେ ଏବେ ଅମଳ ଧାନ ବିକ୍ରି କରିବେ କେମିତି ବୋଲି ପ୍ରଶ୍ନ କରିଛନ୍ତି।ଆମ ଧାନ ବିକ୍ରି କରବା ପାଇଁ ମୋହନ ସରକାର ଦୃଷ୍ଟି ଦିଅନ୍ତୁ ନଚେତ ଆଗକୁ ଆନ୍ଦୋଳନ ହେବ ବୋଲ କହିଛନ୍ତି ଚାଷୀ।
Koraput Town, Koraput | Jun 13, 2026
#ମନ୍ତ୍ରୀ_ଗୋକୁଳାନନ୍ଦ_ମଲ୍ଲିକଙ୍କ_ବଡ଼_ବୟାନ କୋରାପୁଟରେ ବିକାଶର ନୂଆ ଚିତ୍ର ଶିକ୍ଷା ସ୍ୱାସ୍ଥ୍ୟ କୃଷି ପର୍ଯ୍ୟଟନ ସବୁ କ୍ଷେତ୍ରରେ ଉନ୍ନତିର ଦାବି ଦୁଇ ବର୍ଷରେ ବଦଳିଛି କୋରାପୁଟ।
Koraput Town, Koraput | Jun 13, 2026