ନୟାଗଡ଼ ସଦର ଥାନାରେ ଜାତିଗତ ଆକ୍ଷେପ, ମାଡ଼ପିଟ ଓ ମହିଳାଙ୍କୁ ଅଶ୍ଳୀଳ ବ୍ୟବହାର ନେଇ ସଙ୍ଗୀନ ଅଭିଯୋଗ। ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଓ ପରିବାର ପାଇଁ ସୁରକ୍ଷା ଦାବି କଲେ ଅଭିଯୋଗକାରୀ।