ନୂଆପଡା: କୋମନାରେ ବିଜୁ ଜନତା ଦଳ ତରଫରୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ
କୋମନାରେ ବିଜୁ ଜନତା ଦଳ ତରଫରୁ ପୁର୍ବତନ ମନ୍ତ୍ରୀ ତଥା ନୂଆପଡାର ବିଧାୟକ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତି ଉଦ୍ଧେଶ୍ୟରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ କରାଯାଇଥିଲା।ବିଜେଡ଼ିର ବରିଷ୍ଠ ନେତା ମାନେ ଯୋଗଦେଇ ସ୍ୱର୍ଗତ ଢୋଲକିଆଙ୍କ ନୂଆପଡା ଜିଲ୍ଲାର ଉନ୍ନତିରେ ଅବଦାନ ଏବଂ ତାଙ୍କର ନିଃସ୍ଵାର୍ଥପର ସମାଜସେବା ଉପରେ ଆଲୋକପାତ କରିବା ସହ ସ୍ମୃତି ଚାରଣ କରିଥିଲେ।