Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
मुख्यमंत्री
Congress
Modi
Delhi
Viral
मारपीट
Crime
Jharkhand
Dm
Up
अमित_शाह
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी

କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ମେଡିକାଲ କଲେଜ ଓ ହସ୍ପିଟାଲରେ ରୋଗୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଣ, ଭିତ୍ତିଭୂମି ବିକାଶ, ଡାକ୍ତର ଓ ଆବଶ୍ୟକୀୟ ମାନବସମ୍ବଳ, ଚିକିତ୍ସା ସୁବିଧା, ଟ୍ରମା କେୟାର, ସିକିଲ ସେଲ ଏବଂ ନୂଆ କୋଠାକୁ ହସ୍ପିଟାଲ ସ୍ଥାନାନ୍ତର ନେଇ ବିସ୍ତୃତ ଆଲୋଚନା ହୋଇଥିଲା। କୋରାପୁଟ ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ମାନକୁ ଆହୁରି ବୃଦ୍ଧି କରିବା ସହ ରୋଗୀଙ୍କୁ ଉତ୍ତମ ପରିବେଶରେ ଚିକିତ୍ସା ଯୋଗାଇବା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଥିଲେ।

Jeypore, Koraput | Aug 16, 2026

MORE NEWS

Jeypore, Koraput | Aug 16, 2026

ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ
କୋରାପୁଟିଆ ପାରମ୍ପରିକ ଖାଦ୍ୟରେ ମହକିବ ପର୍ଯ୍ୟଟନସ୍ଥଳୀ,
କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଢୁଡୁମା ପରିସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ ରବିବାର ଲୋକାର୍ପିତ ହୋଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ।

ରାଣୀ ଡୁଡୁମାରେ ଖୋଲିଲା ‘ଅରଣ୍ୟ’ ଇକୋ କାଫେ କୋରାପୁଟିଆ ପାରମ୍ପରିକ ଖାଦ୍ୟରେ ମହକିବ ପର୍ଯ୍ୟଟନସ୍ଥଳୀ, କୋରାପୁଟ ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ରାଣୀ ଢୁଡୁମା ପରିସରରେ ପର୍ଯ୍ୟଟକଙ୍କ ପାଇଁ ବହୁ ପ୍ରତୀକ୍ଷିତ ‘ଅରଣ୍ୟ’ ଇକୋ କାଫେ ରବିବାର ଲୋକାର୍ପିତ ହୋଇଛି। କୋରାପୁଟ ସାଂସଦ ସପ୍ତଗିରି ଉଲାକା ଓ ପଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ ଯୋଗଦେଇ କାଫେର ଶୁଭାରମ୍ଭ କରିବା ସହ କଫିର ମଜା ନେଇଥିଲେ।

Jeypore, Koraput | Aug 16, 2026

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ହସ୍ପିଟାଲରେ ନୂତନ କ୍ରିଟିକାଲ୍ କେୟାର ୟୁନିଟ୍ ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶର ଉଦ୍‌ଘାଟନ କରାଯାଇଛି।
UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate  #koraput #Rayagada #Malakangiri #Nabarangpur  #viralpost2024 #viralfacebookpage #public  #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରିଛନ୍ତି ଓଡ଼ିଶାର ସ୍ୱାସ୍ଥ୍ୟମନ୍ତ୍ରୀ। ଏହି ଅବସରରେ ହସ୍ପିଟାଲରେ ନୂତନ କ୍ରିଟିକାଲ୍ କେୟାର ୟୁନିଟ୍ ସହ ବିଭିନ୍ନ ଅତ୍ୟାଧୁନିକ ଯନ୍ତ୍ରାଂଶର ଉଦ୍‌ଘାଟନ କରାଯାଇଛି। UD MEDIA News Page #Jeypore #jeyporenews #jeyporeupdatenews #jeyporesocialmedia #koraputupdate #koraput #Rayagada #Malakangiri #Nabarangpur #viralpost2024 #viralfacebookpage #public #highlightseveryonefollowers2025 #highlights #dmkoraput #CMOdisha #jeyporemuncipalty

Jeypore, Koraput | Aug 16, 2026