Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Bihar
कांग्रेस
चोरी
बीजेपी
भाजपा
Congress
Modi
Delhi
Viral
Crime
Odisha
Up
अमित_शाह
Bollywood
दिल्ली
Breakingnews
Madhya_pradesh
उत्तरप्रदेश
Rahulgandhi
यूपी
Uttarpradesh
Haryana
Lucknow
Jdu
Uttarakhand
surajtv
#ଜେଇ_ଙ୍କୁ_ଅଟକ_ରଖିଲେ_ଗ୍ରାମବାସୀ ଏହିଭଳି ଘଟଣା ଦେଖିବା ପାଇଁ ମିଳିଛି ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଦୁଡପଳ ଗ୍ରାମରେ ସୂଚନା ଅନୁଯାୟୀ ଗ୍ରାମରେ ସ୍କୁଲ କାମ ପାଇଁ ଅର୍ଥ ହେରଫେର କୁ ନେଇ ଘଟିଛି ଏଭଳି ଘଟଣା #Bhogarai Surajtv CMO Odisha Collector & DM Balasore
Baleshwar Sadar, Balasore
| Nov 3, 2026
#ଜେଇ_ଙ୍କୁ_ଅଟକ_ରଖିଲେ_ଗ୍ରାମବାସୀ
#bhogarai
MORE NEWS
ବାଲେଶ୍ୱରରେ ଖୋଲିବ ଅତ୍ୟାଧୁନିକ ଗେମ୍ ଜୋନ୍ ‘ଫନ୍ ଫିନିଟି ୨୨’ଖେଳ, ଖାଦ୍ୟ ଓ ମନୋରଞ୍ଜନର ମିଳିବ ଭରପୂର ମଜା
Baleshwar Sadar, Balasore | Nov 3, 2026
Baleshwar Sadar, Balasore | Nov 3, 2026
Baleshwar Sadar, Balasore | Nov 3, 2026
Baleshwar Sadar, Balasore | Nov 3, 2026
#ନକଲି_ଆରଟିଓ_ଗିରଫ_ଗାଡ଼ି_ଚାଳକଙ୍କଠାରୁ_ଟଙ୍କା_ଆଦାୟ_ଅଭିଯୋଗ ବାଲେଶ୍ବର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରୁ ନକଲି ଆରଟିଓ ଗିରଫ। ଆରଟିଓ ଅଧିକାରୀ ସାଜି ଗାଡ଼ି ଚାଳକଙ୍କଠାରୁ ଟଙ୍କା ଆଦାୟ କରୁଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରିଛି ଜଳେଶ୍ୱର ପୋଲିସ। ଗିରଫ ଯୁବକ ଜଣକ ହେଲେ ବିଜୟ ମହାନ୍ତି। ତାଙ୍କ ଘର ଜଳେଶ୍ୱର ବ୍ଲକ୍ ଅନ୍ତର୍ଗତ ଗୋବରଘାଟା ପଞ୍ଚାୟତ ଅଞ୍ଚଳରେ। ଖବର ପାଇ ଜଳେଶ୍ୱର ପୋଲିସ ଜାତୀୟ ରାଜପଥର ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ନିକଟରେ ଚଢ଼ାଉ କରିଥିଲା। ଏହି ସମୟରେ ବିଜୟଙ୍କୁ ଧରିବା ସହ ତାଙ୍କ ନିକଟରୁ ନକଲି ରବର ଷ୍ଟାମ୍ପ, ପଶ୍ଚିମବଙ୍ଗର ରସିଦ, ଆରଟିଓ ସିଲ୍, ନଗଦ ୧୭୦୦ ଟଙ୍କା, ଗୋଟିଏ ବାଇକ୍ ଓ ମୋବାଇଲ ଫୋନ୍ ଜବତ ହୋଇଛି। Surajtv #nakalirto #girapha CMO Odisha Collector & DM Balasore Pratap Chandra Sarangi Brajamohan Pradhan #jaleswar #balasore
Baleshwar Sadar, Balasore | Nov 2, 2026
Baleshwar Sadar, Balasore | Nov 2, 2026
Baleshwar Sadar, Balasore | Nov 2, 2026
Baleshwar Sadar, Balasore | Nov 2, 2026