Public App Logo
Jansamasya
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
���ादी
Crimenews
Bareilly
Bcci
Agra
Breaking
Aimim
Railway
Biharnews
Jodhpur
Fatehpur
Kanganaranaut
Amitshah
Meerut
Fire
Jhansi
Rain
Trending

ସମ୍ବଲପୁର ମ୍ୟୁନିସିପାଲଟି: ବୁଢ଼ାରାଜା ସ୍ଥିତ ଗାର୍ଲ ହାଇସ୍କୁଲରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sambalpur M, Sambalpur | Apr 20, 2025
ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ବୁଢ଼ାରାଜା ସ୍ଥିତ ଗାର୍ଲ ହାଇସ୍କୁଲ ରେ ଆଜି ଦିନ 12ଟାରେ ଅନୁଷ୍ଠିତ ହେଇଯାଇଛି l ଓଡ଼ିଶା ତରଫରୁ ବୁଢାରାଜା ଠାରେ ଏକ କାର୍ଯ୍ୟକାରିଣୀ ବୈଠକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା l ପ୍ରଥମେ ସ୍କୁଲରେ ପିଲାଙ୍କ ଆଧାରକାର୍ଡ ପାଇଁ କେମ୍ପ କରିବା ସହ ଶିଶୁ ବଟିକା ପ୍ରାଥମିକ ବିଦ୍ୟାଳୟରେ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବା ଯେମିତି ଭିତ୍ତିଭୂମି, ଶିକ୍ଷକ ଓ କେୟାର ଟେକରର ବ୍ୟବସ୍ତା କରାଯାଉ l

MORE NEWS