Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

କୋରାପୁଟ ସହର: ପୋଡ଼ା ଗଡ଼ ବଜାରରେ ଦୁଇଟି ଦୋକାନରେ ଚୋରି ଘଟଣାରେ ପୋଲିସର ତନାଘନା, ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି

Koraput Town, Koraput | Jul 31, 2025
କୋରାପୁଟ ସଦରଥାନା ଅନ୍ତର୍ଗତ ପୋଡ଼ା ଗଡ଼ ବଜାରରେ ବୁଧବାର ମଧ୍ୟ ରାତିରେ ଦୁଇଟି ଦୋକାନରୁ ଚୋରି ହୋଇଥିବା ଆଜି ପୋଲିସକୁ ସୂଚନା ଦିଆଯାଇଛି। କୋରାପୁଟ ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତନାଘନା କରି ଫେରିଛି। ପୋଡ଼ା ଗଡ଼ ଅଞ୍ଚଳରେ କିଛିଦିନ ହେବ ନିୟମିତ ଚୋରି ହୋଇଥିବା ନଜରକୁ ଆସିଛି ତୁରନ୍ତ ଚୋର ଧରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆଜି ଅପରାହ୍ନ ୪ଟା ସମୟରେ ପ୍ରତିକ୍ରିୟା ରଖିଛନ୍ତି ଦୋକାନ ମାଲିକ ସହ ସ୍ଥାନୀୟ ବାସିନ୍ଦା।

MORE NEWS