Public App Logo
Jansamasya
News
पुलिस
Bjp
National
Police
Bihar
India
जनसमस्या
चुनाव
बीजेपी
भाजपा
Congress
Modi
Delhi
Viral
Up
Iyc
Bollywood
Patna
Breakingnews
महिला
Narendramodi
Nitishkumar
Madhya_pradesh
Mp
Madhyapradesh
Ahmedabad
Pmmodi
Rahulgandhi

ତେଲକୋଇ: ଟୁଙ୍ଗୁରୁବାହାଳ ଅଞ୍ଚଳରେ ପଲୁଆ ହାତୀ ଥିବା ବେଳେ ଡିମିରିଆ ଗାଁ ଅଞ୍ଚଳରେ ଗୋଠ ଛଡ଼ା ଦୁଇଟି ହାତୀ ଧାନ ଫସଲ ପାଖରେ

Telkoi, Kendujhar | Dec 12, 2025
ଟୁଙ୍ଗୁରୁବାହାଳ ଅଞ୍ଚଳରେ ପଲୁଆ ହାତୀ ଥିବା ବେଳେ ଡିମିରିଆ ଗାଁ ଅଞ୍ଚଳରେ ଗୋଠ ଛଡ଼ା ଦୁଇଟି ହାତୀ ଧାନ ଫସଲ ପାଖରେ , ଭୟଙ୍କର ଶବ୍ଦରେ ପ୍ରକମ୍ପିତ ହେଉଛି ଅଞ୍ଚଳ ,ଭୟର ବାତାବରଣ ମଧ୍ୟରେ ଅଞ୍ଚଳ । ହାତୀଙ୍କୁ କଡ଼ା ନଜର ରଖିଛି ତେଲକୋଇ ବନ ବିଭାଗ । ଡିମିରିଆ,ସଲେଇ କେନା ,ବାରହା ଦେବତା,ଦାନ୍ଦରଗୌଣି ଏବଂ ଜନସନପୁର ଅଞ୍ଚଳର ଲୋକେ ସତର୍କ ରହିବାକୁ ବନବିଭାଗର ରାତ୍ରୀ ୧୧ଟା ସମୟର ସୂଚନା ।
ତେଲକୋଇ: ଟୁଙ୍ଗୁରୁବାହାଳ ଅଞ୍ଚଳରେ ପଲୁଆ ହାତୀ ଥିବା ବେଳେ ଡିମିରିଆ ଗାଁ ଅଞ୍ଚଳରେ ଗୋଠ ଛଡ଼ା ଦୁଇଟି ହାତୀ ଧାନ ଫସଲ ପାଖରେ - Telkoi News