ଗୁଣୁପୁର: ଗୁଣପୁର ପୌର ପରିଷଦରେ ପ୍ରୋଟୋକଲ ଉଲ୍ଲଂଘନ: ବିଧାନସଭାରେ ଗର୍ଜିଲେ ବିଧାୟକ
ଗୁଣପୁର ପୌର ପରିଷଦରେ ସ୍ୱାୟତ୍ତ ଶାସନ ଦିବସରେ ସାଂସଦ ଓ ବିଧାୟକଙ୍କୁ ନିମନ୍ତ୍ରଣ ନ ମିଳିବା ଘଟଣା ବିଧାନସଭାରେ ପହଞ୍ଚିଛି। ବୁକ୍ ସର୍କୁଲାର-୪୭ ଉଲ୍ଲଂଘନ ଅଭିଯୋଗରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ ମୁକେଶ ମହାଲିଙ୍ଗ।