ରାୟଗଡା: ରାୟଗଡ଼ାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ ପୋଲିସର କଠୋର କାର୍ଯ୍ୟାନୁଷ୍ଠାନ
ରାୟଗଡ଼ା ପୋଲିସ ଦ୍ୱାରା ଗତ ୨୪ ଘଣ୍ଟାରେ ଟ୍ରାଫିକ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ। ରାସ୍ତା ସୁରକ୍ଷା ଓ ଜନସୁରକ୍ଷା ନିଶ୍ଚିତ କରିବା ପାଇଁ ପୋଲିସର କଡ଼ା ଚେତାବନୀ। ନିୟମ ମାନି ଗାଡ଼ି ଚଳାଇବାକୁ ପରାମର୍ଶ।