ନୂଆପଡା: ଖରିଆର ରୋଡରେ ରାଜେନ୍ଦ୍ର ଢୋଲକିଆଙ୍କ ପବିତ୍ର ପ୍ରଥମ ବର୍ଷ ପୂଣ୍ୟ ତିଥି କାର୍ଯ୍ୟକ୍ରମ
ଖରିଆର ରୋଡ ଜ୍ଞାନ ଜ୍ୟୋତି ବିଦ୍ୟାଳୟ ପ୍ରାଙ୍ଗଣରେ ନୂଆପଡା ପୂର୍ବତନ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପବିତ୍ର ପ୍ରଥମ ବର୍ଷ ପୂଣ୍ୟ ତିଥିରେ ରାମକଥା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା, ଯାହାରେ ଅନେକ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ଥିଲେ।