Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Haryana

ଝାରସୁଗୁଡା: ସାଗରପାଲି ଗସ୍ତ କଲେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦ୍ଦେଶକ ସରୋଜ ସାମଲ

ଝାରସୁଗୁଡା ଜିଲ୍ଲା ସାଗରପାଲି ଗସ୍ତ କଲେ ରାଜ୍ୟ ସରକାରଙ୍କ ସୂଚନା ଏବଂ ଲୋକ ସମ୍ପର୍କ ବିଭାଗର ପ୍ରାକ୍ତନ ନିର୍ଦେଶକ ସରୋଜ ସାମଲ l ଆଜି ଶନିବାର ପୂର୍ବାହ୍ନ ୧୦ ଟା ରୁ ୧୧ ଟା ଯାଏଁ ସେ ସାଗରପାଲି ଗସ୍ତ କରି ସେଠାକାର ଶିବ ମନ୍ଦିରରେ ଥିବା ଶହଶହ ବର୍ଷର ପୁରୁଣା ମୂର୍ତ୍ତୀ କୁ ପରଖିଛନ୍ତି l କେଉଁ ସମୟର ଏହି ମୂର୍ତ୍ତୀ ଏବଂ ଏହାର ଇତିହାସ କଣ ସେନେଇ ଗବେଷଣା କଲେ ଅଧିକ ଜଣା ପଡିବ ବୋଲି ପ୍ରକାଶ କରିଛନ୍ତି l

MORE NEWS

ଅନୁଭବଙ୍କ ଇଭେଣ୍ଟରେ ପୋଲିସ ଆକ୍ସନ ! ସାଉଣ୍ଡ-ଲାଇଟ୍ ବନ୍ଦ, ଅଧାରେ ଅଟକିଲା ଫିଲ୍ମ ପ୍ରମୋସନ୍ କାର୍ଯ୍ୟକ୍ରମ। ବାଲେଶ୍ୱରରେ ଅନୁଭବ ମହାନ୍ତିଙ୍କ "ଛକି ଶୁନ" ପ୍ରମୋସନ୍ ବେଳେ କଣ ଘଟିଲା? ଦେଖନ୍ତୁ ପୂରା ରିପୋର୍ଟ।

#AnubhavMohanty #ChhakiShuna #OdiaFilm #FilmPromotion #Balasore #OdishaNews #BreakingNews #OdiaCinema #PoliceAction #Odisha #Anubhav #OdishaUpdates #OdiaNews #ViralNews #trendingnow

ଅନୁଭବଙ୍କ ଇଭେଣ୍ଟରେ ପୋଲିସ ଆକ୍ସନ ! ସାଉଣ୍ଡ-ଲାଇଟ୍ ବନ୍ଦ, ଅଧାରେ ଅଟକିଲା ଫିଲ୍ମ ପ୍ରମୋସନ୍ କାର୍ଯ୍ୟକ୍ରମ। ବାଲେଶ୍ୱରରେ ଅନୁଭବ ମହାନ୍ତିଙ୍କ "ଛକି ଶୁନ" ପ୍ରମୋସନ୍ ବେଳେ କଣ ଘଟିଲା? ଦେଖନ୍ତୁ ପୂରା ରିପୋର୍ଟ। #AnubhavMohanty #ChhakiShuna #OdiaFilm #FilmPromotion #Balasore #OdishaNews #BreakingNews #OdiaCinema #PoliceAction #Odisha #Anubhav #OdishaUpdates #OdiaNews #ViralNews #trendingnow

Jharsuguda, Jharsuguda | Jun 9, 2026

ସମ୍ବଲପୁର ଜିଲ୍ଲାର ଗିରିପାଲି ଗାଁରେ ଦ୍ୱୈତ ହତ୍ୟାକାଣ୍ଡ। ମା ଓ ଝିଅଙ୍କ ହତ୍ୟା ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

#Sambalpur #Odisha #OdishaNews #WesternOdisha #SambalpurNews #CrimeNews #BreakingNews #NewsUpdate #PoliceInvestigation #LatestNews #NFTV #NewsFastTV

ସମ୍ବଲପୁର ଜିଲ୍ଲାର ଗିରିପାଲି ଗାଁରେ ଦ୍ୱୈତ ହତ୍ୟାକାଣ୍ଡ। ମା ଓ ଝିଅଙ୍କ ହତ୍ୟା ଘଟଣାରେ ପୋଲିସ ଜଣେ ସନ୍ଦିଗ୍ଧଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି। #Sambalpur #Odisha #OdishaNews #WesternOdisha #SambalpurNews #CrimeNews #BreakingNews #NewsUpdate #PoliceInvestigation #LatestNews #NFTV #NewsFastTV

Jharsuguda, Jharsuguda | Jun 8, 2026

ଦୀପାଳି ଦାସ କହିଲେ : "DOUBLE ENGINE ର ତେଲ ସରିଗଲାଣି"

ଝାରସୁଗୁଡ଼ାରେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିଜେଡି ନେତ୍ରୀ ଦୀପାଳି ଦାସ। ୪୫ ଡିଗ୍ରୀ ତାତି ଭିତରେ ଲୋକଙ୍କ ଦୁର୍ଦ୍ଦଶା ପାଇଁ ସରକାରଙ୍କୁ ଦାୟୀ କରି କହିଲେ — "DOUBLE ENGINE ର ତେଲ ସରିଗଲାଣି"।

ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ।

#DipaliDas #DoubleEngine #Jharsuguda #OdishaPolitics #BJD #PowerCut #LowVoltage #TPWODL #OdishaNews #BreakingNews #PoliticalNews #DharmendraPradhan #TankadharTripathy #JharsugudaNews #OdiaNews

ଦୀପାଳି ଦାସ କହିଲେ : "DOUBLE ENGINE ର ତେଲ ସରିଗଲାଣି" ଝାରସୁଗୁଡ଼ାରେ ବାରମ୍ବାର ବିଦ୍ୟୁତ କାଟ ଓ ଲୋ ଭୋଲ୍ଟେଜ୍ ସମସ୍ୟାକୁ ନେଇ ଶାସକ ଦଳ ଉପରେ ବର୍ଷିଲେ ବିଜେଡି ନେତ୍ରୀ ଦୀପାଳି ଦାସ। ୪୫ ଡିଗ୍ରୀ ତାତି ଭିତରେ ଲୋକଙ୍କ ଦୁର୍ଦ୍ଦଶା ପାଇଁ ସରକାରଙ୍କୁ ଦାୟୀ କରି କହିଲେ — "DOUBLE ENGINE ର ତେଲ ସରିଗଲାଣି"। ଆପଣଙ୍କ ମତ କଣ? କମେଣ୍ଟରେ ଜଣାନ୍ତୁ। #DipaliDas #DoubleEngine #Jharsuguda #OdishaPolitics #BJD #PowerCut #LowVoltage #TPWODL #OdishaNews #BreakingNews #PoliticalNews #DharmendraPradhan #TankadharTripathy #JharsugudaNews #OdiaNews

Jharsuguda, Jharsuguda | Jun 8, 2026