Public App Logo
Jansamasya
News
Maharashtra
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Madhya_pradesh
अनिल
Cm
Nsui
Pmmodi
Rahulgandhi
यूपी
कानपुर
Pm
Uttarpradesh
Haryana

ସମ୍ବଲପୁର ମ୍ୟୁନିସିପାଲଟି: ସୁଦୂର ରାଜସ୍ଥାନର କରେଲି ର ଜଣେ ସାଧୁ ବାବା ରାଜ ଗିରି ଗୁଜର ଙ୍କ ପୁରୀ ଗସ୍ତ, ମାନେଶ୍ଵର କରାଗଲା ସ୍ୱାଗତ

ସୁଦୂର ରାଜସ୍ଥାନର କରେଲି ରୁ ଜଣେ ସାଧୁ ବାବା ରାଜ ଗିରି ଗୁଜର ଙ୍କ ପୁରୀ ଗସ୍ତ ବେଳେ ଆଜି ଅପରାହ୍ନ 5ଟାରେ ମାନେଶ୍ଵର ର ଶିବ ମନ୍ଦିର ରେ ପହଁଚିଥିଲେ l ତାଙ୍କୁ ଏହି ଅବସରରେ ସ୍ୱାଗତ କରାଯାଇଥିଲା l ସେ ରାସ୍ତାରେ ଦଣ୍ଡ ପ୍ରଣାମ କରି କରି ଯାଉଥିବା ର ଦେଖିବାକୁ ମିଳିଥିଲା l ସେପଟେ ଉକ୍ତ ବାବା ଜଣକ ସନାତନୀ ବଞ୍ଚାଓ ଅଭିଯାନ ରେ ଏହି ପରି ଭାବେ ଚାରିଧାମ ଯାତ୍ରା କରୁଥିବା ଜଣାପଡିଛିl